OWAT ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ ଶିବିର

ରାୟଗଡା ଜିଲ୍ଲା, ବଡ ଆଲୁବାଡ଼ି. ପଞ୍ଚାୟତ ଅନ୍ତର୍ଗତ ଇରାମେଣ୍ଡା ଗ୍ରାମରେ ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ର ଚେୟାରମ୍ୟାନ ଶ୍ରୀ କରୁଣାକର ଟାକିରିଙ୍କ ନିର୍ଦେଶ କ୍ରମେ ଇରାମୁଣ୍ଡା ଗ୍ରାମରେ ଏକ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏଥିରେ ବହୁ ସଂଖ୍ୟାରେ ଗ୍ରାମୀଣ ଶ୍ରମିକ ଉପସ୍ଥିତ ଥିଲେ l OWAT ର ସେକ୍ରେଟାରୀ ଶ୍ରୀ ବିଷ୍ଣୁ ସିରିକା ସଭାପତିତ୍ୟ କରିଥିଲେ !ଶ୍ରୀ ସିରିକା କହିଥିଲେ କି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ମନରେଗା ଦ୍ଵାରା ଶ୍ରମିକଙ୍କ ଅଧିକାର ଓ କର୍ତଵ୍ୟ ଉପରେ ସଚେତନ କରିବା ଆମର ମୁଖ୍ୟ ଉଦେଶ୍ୟ ସେମାନେ ଯେପରିକି ଦାଦନ ସମସ୍ୟାରୁ ଦୁରେଇ ରହି ନିଜ ଅଂଚଳରେ ଜୀବିକା ନିର୍ବାହ କୁ ସୁଦୃଡ କରିବା ନିମନ୍ତେ ମନରେଗା ର ମୂଳ ପାଇପାରିବେ ଏବଂ ମନରେଗା ଆଇନରେ ଥିବା ବ୍ୟବସ୍ଥା ରେ ଗ୍ରାମୀଣ ଶ୍ରମିକ ମାନଙ୍କୁ ଅନେକ ଆଇନ ଗତ ଅଧିକାର ପ୍ରଦାନ କରାଯାଇଅଛି ! ଆଇନରେ ପ୍ରତିଗ୍ରାମୀଣ ପରିବାରକୁ ବାର୍ଷିକ ଶହେ ଦିନର କାମ ଯୋଗାଇଦେବାକୁ ବ୍ୟବସ୍ଥା ଅଛି ସାନୁ ଜିଲାକାର, ପତି ଜିଲାକାର ଉପସ୍ଥିତ ଥିଲେ l
ବନ୍ଧୁଗାଁ ରୁ ମଣ୍ଡଳ ମିଣିଆକା ଓ ରାୟଡ଼ାରୁ ହଳଧର ବେନିଆ ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡିଶା
What's Your Reaction?






