OTN TV ସପ୍ତମ ସ୍ଵନକ୍ଷତ୍ର ଦିବସ କଳାହାଣ୍ଡି ଜିଲ୍ଲା ଧର୍ମଗତ ଉପଖଣ୍ଡ ରେ ଉଦଯାପିତ ହୋଇଯାଇଛି

Dec 21, 2024 - 17:32
 0  11
OTN TV ସପ୍ତମ ସ୍ଵନକ୍ଷତ୍ର ଦିବସ କଳାହାଣ୍ଡି ଜିଲ୍ଲା ଧର୍ମଗତ ଉପଖଣ୍ଡ ରେ ଉଦଯାପିତ ହୋଇଯାଇଛି

କଳାହାଣ୍ଡି ଜିଲ୍ଲା ଧର୍ମଗତ ଉପଖଣ୍ଡ ରେ OTN TV ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି, ସମ୍ପାଦକ ଶ୍ରୀଯୁକ୍ତ ସତ୍ୟରଞ୍ଜନ ଦାସ ସାମ୍ବାଦିକ ମାନେ କିପରି ଭାବରେ ଜୀବନ କୁ ବାଜି ଲଗାଇ ଝଡ଼, ଝଞ୍ଜା କୁ ଭ୍ରୁକ୍ଷେପ ନ କରି ନିଜେ ନିଜ ର କର୍ତ୍ତବ୍ୟ କୁ ପାଳନ କରି ଆସୁଛନ୍ତି, ଦେଶ ତଥା ସମାଜ ର ତ୍ରୁଟି କୁ ଲୋକ ଲୋଚନ କୁ ଆଣୁଛନ୍ତି, କିନ୍ତୁ ତା ବଦଳରେ ସେମାନଙ୍କୁ ସରକାର ପାରିଶ୍ରମିକ ବି ଦେଉନାହାନ୍ତି, ତଥାପି ସେମାନେ ନିଜ କର୍ତ୍ତବ୍ୟ ପଥରେ ଆଗେଇ ମାଡି ଚାଲିଛନ୍ତି ବୋଲି କ୍ଷୁବଧ ପ୍ରକାଶ କରି ଥିଲେ,

 କଳାହାଣ୍ଡି ଜିଲ୍ଲା ଧର୍ମଗତ ଉପଖଣ୍ଡ ରୁ ମୁକୁନ୍ଦ ନାଏକ ସହ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ