।। 2024 ନିର୍ବାଚନରେ ଲଢ଼ିବେ କି ଲେଲି ମାଝୀ ।।

Jan 5, 2024 - 16:05
 0  6
।। 2024 ନିର୍ବାଚନରେ ଲଢ଼ିବେ କି ଲେଲି ମାଝୀ ।।

ରାୟଗଡା ଜିଲ୍ଲା କଶିପୁର ବ୍ଲକର ଲେଲି ମାଝୀ ସ୍ୱର୍ଗତ ଆନନ୍ତରାମ ମାଝିଙ୍କ ଜ୍ୱାଇଁ ଆସନ୍ତା ନିର୍ବାଚନ ରେ ଲଢ଼ିବା ପାଇଁ କଂଗ୍ରେସ ଦଳର ଆସାଇ ପ୍ରାର୍ଥୀ ଭାବରେ ପ୍ରସ୍ତୁତି ଜାରି ରହିଛି, ସେ ଅନେକ ଲୋକଙ୍କ ଦୁର୍ଦ୍ଧିନରେ ସାହାଯ୍ୟ ଏବଂ ସହଯୋଗ କରିଆସୁଛନ୍ତି ଏବଂ କରିଚାଲିଥିବେ, ଝାଡା, ବାନ୍ତି ଏବଂ ଅନେକ ସମସ୍ୟାବେଳେ ଲୋକଙ୍କ ସେବା କରିଆସୁଛନ୍ତି, ସେ କହିଛନ୍ତି ମୁଁ ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ମୋ ଲୋକମାନଙ୍କ ପାଇଁ କାମ କରିବି ଏବଂ ସର୍ବଦା ତାଙ୍କ ସାଥିରେ ଥିବି |

 କ୍ୟାମେରା ମେନ ରବିନାରାୟଣ ଗୌଡ଼ଙ୍କ ସହ ରାୟଗଡ଼ରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ