୧୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

Sep 18, 2025 - 05:21
 0  46
୧୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୬.୦୯.୨୦୨୫ ରିଖ: ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲିପ କୁମାର ରଥ ଙ୍କ ତତ୍ଵାବଧାନ ରେ ଓ ଅବକାରୀ ବିଭାଗିୟ କର୍ମଚାରୀ ମାନଙ୍କ ସହ ,ନବରଙ୍ଗପୁର ଥାନା ଅନ୍ତର୍ଗତ,ପୁରୁଣା ପାଣି ଗୁଡ଼ା ଆଦିବାସୀ ସାହିରେ ଚଢାଉ କରି , ଜଣେ ପୁରୁଷ ଆସାମୀ ନିକଟରୁ ୧୫ ( ପନ୍ଦର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ଆସାମୀ କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହଜାର କରାଗଲା, vide PR No- 71/2025-26 of Inspector of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା ! ଏହି ଚଢାଉ ରେ ରିସମା ସୁନା , ଅକ୍ରମ ଖାନ ଓ ଆକାଶ ଶବର ସହଯୋଗ କରି ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ