।। ହାଡ଼ଖର୍ଷି ପ୍ରାଥମିକ ବିଦ୍ୟାଳୟ ରେ ପାନୀୟ ଜଳ ବ୍ୟବସ୍ତା ପାଇଁ ଅଭିଯୋଗ ।।

Dec 13, 2023 - 13:56
 0  11
।। ହାଡ଼ଖର୍ଷି ପ୍ରାଥମିକ ବିଦ୍ୟାଳୟ ରେ ପାନୀୟ ଜଳ ବ୍ୟବସ୍ତା ପାଇଁ ଅଭିଯୋଗ ।।

ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ପଞ୍ଚାୟତ ଅଧିନସ୍ଥ ହାଡ଼ଖର୍ଷି ପ୍ରାଥମିକ ବିଦ୍ୟାଳୟ ଠାରେ ପାନୀୟ ଜଳ ଅଭାବ l ଏହି ବିଦ୍ୟାଳୟର ପିଇବା ପାଣି ହେଉ କି ମଧ୍ୟାହ୍ନ ଭୋଜନ ଖାଇ ବାସନ କୁଶନ ସଫା କରିବା ପାଇଁ କଷ୍ଟରେ ସାହି ପାଖରେ ଥିବା ଏକ ପୋଖରୀ ବ୍ୟବହାର କରୁଥିବା ପ୍ରକାଶ କରୁଥିଲେ l ବିଦ୍ୟାଳୟ ପରିଷର ରେ ଏକ ନଳକୂଅ ଅଛି ହେଲେ କାର୍ଯ୍ୟ ଆସୁନି ଏବଂ ଦୁଇ ବାଲଟି ପାଣି ନଳକୂଅ ରୁ ବାହାରିଲେ ପୁଣି ତାହା କାଦୁଅ ପୋକ ବାହାରୁ ଥିବା ପାଣି କୁ ବ୍ୟବହାର କରି ଅନେକ ପିଲା କୁ କିଛି ରୋଗ ରେ ଆକ୍ରାନ୍ତ ହୋଇ ଥିବା ବୋଲି ମତାମତ ଦେଇଥିଲେ l ଏହି ବିଦ୍ୟାଳୟ ପ୍ରଶାସନ ତୁରନ୍ତ ପାନୀୟ ଜଳ ପାଇଁ ସୁବ୍ୟବସ୍ତା କରିବା ପାଇଁ ସାଧାରଣ ରେ ଦାବୀ l ଏଥିରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ଥିବା ବେଳେ ଦୁଇ ଶିକ୍ଷକ ପ୍ରାୟ 45ଜଣ ହେବେ l ନୂତନ ନଳକୂଅ ଦେଲେ ଭଲ ପାଇଁ ଅଭିଯୋଗ କଲେ lଏହା କୁ ନେଇ କଣ କହୁଛନ୍ତି ଶୁଣିବା l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ