।। ସୁଙ୍କି ଗ୍ରାମ ପଞ୍ଚାୟତ ଠାରେ ମା ଭୈରବୀ ଭଲିବଲ ଟୁର୍ନାମେଣ୍ଟ ଖେଳକୁ ଉଦ୍ଘାଟନ କଲେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଲଇଚନ ଖରା ।।

Feb 2, 2024 - 18:19
Feb 2, 2024 - 18:29
 0  216
।। ସୁଙ୍କି ଗ୍ରାମ ପଞ୍ଚାୟତ ଠାରେ ମା ଭୈରବୀ ଭଲିବଲ ଟୁର୍ନାମେଣ୍ଟ  ଖେଳକୁ ଉଦ୍ଘାଟନ କଲେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଲଇଚନ ଖରା ।।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୁଙ୍କି ଗ୍ରାମ ପଞ୍ଚାୟତ ଠାରେ ମା ଭୈରବୀ ଭଲିବଲ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଲଇଚନ ଖରା ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ.. ଉକ୍ତ ଖେଳରେ ମେଟାକାନ୍ଦିଲି ଓ ଲାଉଡି ମଧ୍ୟରେ ଖେଳ ହଇଥିଲା ଖେଳରେ ଲାଉଡ଼ି ବିଜେତା ହାଇଥିବା ବେଳେ ମେଟା କାନ୍ଦିଲି ଦଳ ଉପ ବିଜେତା ହଇଥିଲେ ବିଜେତା ଦଳକୁ ଶ୍ରୀ ଖରା ଦଶ ହଜାର ଉପହାର ଦେଇଥିବା ବେଳେ ଖିଲ କାର୍ତ୍ତିକ ଉପ ବିଜେତା କୁ ଉପହାର ବଣ୍ଟନ କରିଥିଲେ...ତାଙ୍କଶହ ଥିଲେ ସ୍ଥାନୀୟ ସରପଞ୍ଚ ପାଣ୍ଡୀ କୁମାରୀ, ସମିତି ସଭ୍ୟ ସୁଲି ଅପରାଅ,ଶଙ୍କର ରାଓ, ସପଲ ରାଜୁ, ଏନ ପୂର୍ଣ୍ଣ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

କୋରାପୁଟ ଜିଲ୍ଲାରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ