।। ସାହୁ ସମାଜଭବନ ଠାରେ ରାମାୟଣ ଜୀବନକୀ ପାଠଶାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Jun 11, 2023 - 20:58
 0  7
।। ସାହୁ ସମାଜଭବନ ଠାରେ ରାମାୟଣ ଜୀବନକୀ ପାଠଶାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନୂଆପଡା ଜ଼ିଲ୍ଲା ଖରିଆର ରୋଡରେ ପ୍ରଜା ପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଖରିଆର ଶାଖା ତରଫରୁ ସାହୁ ସମାଜଭବନ ଠାରେ ରାମାୟଣ ଜୀବନ କୀ ପାଠଶାଲା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ଆଜାଦୀକା ଅମୃତ ମହୋତ୍ସବ ମାଧ୍ୟମରେ ବିଭିନ୍ନ ସଂସ୍ଥାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରି ଖରିଆର ରୋଡରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଉକ୍ତ ଅବସରରେ ନାଗପୁର ମହାରାଷ୍ଟ୍ରରୁ ଆସିଥିବା ବ୍ରହ୍ମ କୁମାର ପୁରୁଷୋତ୍ତମ ଭାଇ ବି. କେ. ପୁରୁଷୋତ୍ତମ ଚୌଧୁରୀ ଓ ବ୍ରହ୍ମା କୁମାରୀ ବି. କେ. ପ୍ରିୟା ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓ ସ୍ଥାନୀୟ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଖରିଆର ରୋଡ ଶାଖା ରୁ ବ୍ରହ୍ମା କୁମାରୀ ସୁମତି ଦିଦି ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ହୋଇଥିଲେ! ଉକ୍ତ କାର୍ଯ୍ୟମରେ ଆସିଥିବା ସମସ୍ତ ଭାଇ ଭଉଣୀକୁ ଭକ୍ତି ଯୋଗ ମାଧ୍ୟମରେ ଆଗକୁ ରାମ ରାଜ୍ୟ ଆସିବ ଏବଂ ରାବଣ ଯୁଗ ଯିବ ବୋଲି ନିଜ ନିଜ ମତ ରଖିଥିଲେ l ଏ ପାଇଁ ରାସ୍ତା ଦେଖାଇଥିଲେ ଏବଂ ନିଜ ମନ ମଧ୍ୟରେ ଥିବା ସମସ୍ତ ବିଚାରକୁ କିପରି ମୁକ୍ତ ହୋଇ ଗୃହ ପରିଚାଳନା ବ୍ରହ୍ମା କୁମାରୀ ସୁମତି ଭଉଣୀ ମଂଚ ପରିଚାଳନା କରିଥିଲେ ଏବଂ ବ୍ରହ୍ମା କୁମାରୀ ଅନିତା ଭଉଣୀ ସମସ୍ତଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନl କରିଥିଲେ l ଏହି କାର୍ଯ୍ୟ କ୍ରମରେ ନୂଆପଡା ବ୍ଲକ ଅଧକ୍ଷ୍ୟା ତାରେଶ୍ୱରୀ ସାହୁ, ସମାଜ ସେବୀ ଶ୍ୟାମ କେଶରବାନି, ଧନୀ ରାମ ସାହୁ, ଦେଓ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ସାହୁ ସମାଜର ଅଧକ୍ଷ୍ୟା ତଥା ଅନେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

ନୂଆପଡା ଜିଲ୍ଲାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ