।। ସାହାରପଡାରେ ବିଜେଡି କୁ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ଆହ୍ୱାନ ଦେଲେ ଭିକେ ପାଣ୍ଡିଆନ ଓ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ।।

May 21, 2024 - 20:01
 0  11
।। ସାହାରପଡାରେ ବିଜେଡି କୁ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ଆହ୍ୱାନ ଦେଲେ ଭିକେ ପାଣ୍ଡିଆନ ଓ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ।।

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ପ୍ରଚାରରେ ଆସିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନା ମଞ୍ଚରେ ମାଆ ଭଉଣୀ ମାନଙ୍କୁ ୨୫ ତାରିଖରେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଭିକେ ପାଣ୍ଡିଆନା ଆହ୍ୱାନ ଦେଇଥିଲେ ଓ ଭିକେ ପାଣ୍ଡିଆନା ଙ୍କୁ ଦେଖିବା ପାଇଁ ୨୫ ହଜାର ଲୋକ ମାନେ ଉପସ୍ଥିତ ରହିଥିଲେ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ