।। ସମୟ 6 ଟା ହେଲାଣି ଆଉ 700 ଭୋଟର୍ସ ବାକି ରହିଛନ୍ତି ।।

May 13, 2024 - 18:40
 0  18
।। ସମୟ 6 ଟା ହେଲାଣି ଆଉ 700 ଭୋଟର୍ସ ବାକି ରହିଛନ୍ତି ।।

ରାୟଗଡା ଜିଲ୍ଲା କୁମ୍ଭୀକଟା ପଂଚାୟତ ବୁଥ୍ ରେ ସମୟ 6 ବାଜିଲେ ମଧ୍ୟ ଭୋଟ ପ୍ରଦାନ ସରୁନି, ଏହା ପ୍ରଶାସନର ଅବହେଳା ଯଗୁ ଜନସାଧାରଣ ବହୁତ ସମସ୍ୟାର ସମ୍ମୁଖୀନ ହେବା ଦେଖା ଦେଇଥିଲା, ଜନସାଧାରଣଙ୍କ ଦାବି ରହିଛି କି ଆମେ ବିଳମ୍ବ ହେଲେ ସମଧ୍ୟ ଆମେ ଭୋଟ ଦେବୁ, 13 ସହରୁ ଉର୍ଦ୍ଧ ଭୋଟରଙ୍କ ପାଇଁ ଗୋଟିଏ ବୁଥ୍ ରହିଥିବା ସକାଶୁ ବହୁତ ବିଳମ୍ବରେ ଭୋଟ ପ୍ରଦାନ ଚାଲିଥିଲା ।

 ରାୟଗଡା ରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ First news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ