।। ରାତି ଅଧରେ ଘରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ବାପା ସହ ପାଞ୍ଚ କୁନି କୁନି ଛୁଆ ।।

Jun 1, 2024 - 19:42
 0  165
।। ରାତି ଅଧରେ ଘରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ବାପା ସହ ପାଞ୍ଚ କୁନି କୁନି ଛୁଆ ।।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ନିଜ ଘରେ ଲାଚାନା କାଡ୍ରାକା ଚାରି ପୁଅ ଓ ଗୋଟେ ଝିଅ ଙ୍କ ସହିତ ଶୋଇଥିବା ବେଳେ ରାତି ପ୍ରାୟ 2 ସମୟରେ ଘରେ ନିଆଁ ଲାଗିଯାଇଥିଲା ପ୍ରାଣ ଭୟରେ ସମସ୍ତେ ବାହାରକୁ ଚାଲିଯାଇଥିଲେ ପରେ ନିଆଁ ଗାଁ ଲୋକ ଙ୍କ ସାହାଯ୍ୟରେ ନିଆଁ କୁ ଆୟତ୍ତ କରାଯାଇଥିଲା କିନ୍ତୁ ଘରେ ଥିବା ଅନେକ ଜରୁରୀ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି ନିକଟରେ ଲାଚାନା କାଡ୍ରାକାଙ୍କ ସ୍ତ୍ରୀଙ୍କର ସ୍ବର୍ଗବାସ ହୋଉଯାଇଛି ଯାହାଫଳରେ ଛୋଟ ଛୋଟ ଛୁଆଁ ଙ୍କ ସହିତ ବହୁତ ଦୁଃଖ କଷ୍ଟରେ କଟୁଥିବା ବେଳେ ଏବେ ଘର ପୋଡି ଗଲା ପରେ ସେ ଭାଙ୍ଗି ପଡିଛନ୍ତି ଏବଂ ଏହି ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବାକୁ ସାହି ପଡ଼ିଶା ଲୋକ ଦାବୀ କରିଛନ୍ତି।

ରାୟଗଡା ଜ଼ିଲ୍ଲା ରୁ‌ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ