ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତା ମୟୂରଭଞ୍ଜରୁ ୩୨ ଖେଳାଳୀ ସାମିଲ

Dec 7, 2025 - 20:41
 0  1
ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତା ମୟୂରଭଞ୍ଜରୁ ୩୨ ଖେଳାଳୀ ସାମିଲ

ବାରିପଦା ତା 7/12(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଓଡିଶା ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଜଗତସିଂହପୁର ଜିଲ୍ଲା ଶ୍ରୀକୃଷ୍ଣ ଏକାଡେମୀ, ଠାରେ ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱବଧାନରେ ଜେନେରାଲ ମ୍ୟାନେଜର ପିଇଟି ନରେନ୍ଦ୍ର କୁମାର ନାୟକ, ବାଳକ ଟିମ ମ୍ୟାନେଜର ପିଇଟି ଚୈତନ୍ୟ ପ୍ରଧାନ ଓ ବାଳିକା ଟିମ ମ୍ୟାନେଜର ପିଇଟି ଦେଉଳା ମୁର୍ମୁଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାରୁ ବିଏନ ବିଶ୍ୱପ୍ରକାଶ ସାହୁ, ନିହାର ରଞ୍ଜନ ସିଂ, କେ. ତନ୍ମୟ ନାୟକ, ଅର୍ଜୁନ ରାଉତ, ମଦିରାସ ବେହେରା, ଅଭିଳାଷ ବେହେରା, ସତ୍ୟମ ସୁନ୍ଦରମ ସେନାପତି, ଫାଇଜାଲ ଅଲ୍ଲୀ, ଦେବଶକ୍ତି ଗିରି, ପାର୍ଥସାରଥୀ ବେହେରା, ଶୁଭମ ମହାନ୍ତ, ଅଙ୍କିତ କୁମାର ସ୍ୱାଇଁ, ଅମରେଶ କୁମାର ବିନ୍ଧାଣି, ଜୟଦେବ ବେହେରା, ଆୟୁଷ ପରିଡା, ରୁଦ୍ରପ୍ରତାପ ଦାସ ଓ ବାଳିକା ବିଭାଗରେ ଆଦ୍ୟାଶା ମହାନ୍ତ, ମିରୁ ସୋରେନ, ଅପର୍ଣ୍ଣା ସିଂ, ଯସ୍ମିତା ସିଂ, ଶର୍ମିଳା ମହାନ୍ତ, ସସ୍ମିତା ଟୁଡୁ, ମାମା ସିଂ, ଲକ୍ଷ୍ମୀପ୍ରିୟା ସୋରେନ, କିରନ ରାଉଳ, ମାହି ସୋରେନ, ଯସ୍ମିତା ସିଂ, ପୁଷ୍ପାଞ୍ଜଳି ମହାନ୍ତ, କନକ ବାସ୍କେ, ଶିବାନୀ ବେଶ୍ରା, ମାହ୍ଲ ମୁର୍ମୁ, ଅଳି ମହାନ୍ତ ପ୍ରମୁଖ ୩୨ ଜଣ ପ୍ରତିଯୋଗୀ ଯୋଗ ଦେଇଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ