।। ମିଶନ ଶକ୍ତି ମହିଳା ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କାର୍ଯ୍ୟକମ ଅନୁଷ୍ଠିତ ।।

Feb 27, 2024 - 21:37
 0  21
।। ମିଶନ ଶକ୍ତି ମହିଳା ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କାର୍ଯ୍ୟକମ ଅନୁଷ୍ଠିତ ।।

ନୂଆପଡା ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମିଶନ ଶକ୍ତି ମହିଳା ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଏବଂ ସଂଯାଜନା ମନ୍ତୀ ରାଜେନ୍ଦ୍ର କୁମାର ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦଇଥିଲାବେଳେ ସମ୍ମlନିତ ଅତିଥି ବ୍ଲକ ଚେୟାରମ୍ୟାନ ତାରେଶ୍ୱରୀ ସାହୁ, ଭାଇସ ଚେୟାରମ୍ୟାନ ଦିଲୀପ ନିର୍ମଲକର, ଜିଲା ପରିଷଦ ସଦସ୍ୟ ଭରତ ଲାଲ ରାଉତ, ଧନି ରାମ ସାହୁ, ନୂଆପଡା ବିଡିଓ ବିପୀନ ବିହାରୀ ଦୀପ ଯୋଗାଦେଇଥଲେ l ଏସଏସଜି ମହିଳା ମାନଙ୍କୁ ବିନା ସୁଧରେ 10 ଲକ୍ଷ ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ଏବଂ 145 କୋଟି ଟଙ୍କାର ସୁଧ ଫେରସ୍ଥ ଓ 730 କୋଟି ଟଙ୍କାର ୟୁନିଫର୍ମ ଓ ବ୍ଳ୍ଲେକର ସହାୟତା ମିଳିବ ବୋଲି ମନ୍ତୀ କହିଥିଲେ ଆଜିଠାରୁ ଏହା ଶୁଭାରମ୍ଭ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନେକ ମିଶନ ଶକ୍ତି ମହିଳା ମାନେ ଯୋଡ଼େଇଥିଲେ l ଉକ୍ତ କାର୍ଯ୍ୟକ୍ରମେକୁ ବ୍ଲକ ଚେୟାରମ୍ୟାନ ପ୍ରତିନିଧି ମିଶନ୍ ଶକ୍ତି ଇଷମୃତି ପ୍ରାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲାବେଳେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଏସଏସଜି ଗ୍ରୁପ ମହିଲା ମାନେ ଯୋଗଦାନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ