।। ଭାରତ ଛାଡ଼ିପାରେ ହ୍ଵାଟ୍ସଆପ:ଧ୍ୟାନ ଦିଅନ୍ତୁ ହ୍ଵାଟ୍ସଆପ ୟୁଜର୍ସ ।।

Apr 27, 2024 - 05:48
 0  117
।। ଭାରତ ଛାଡ଼ିପାରେ ହ୍ଵାଟ୍ସଆପ:ଧ୍ୟାନ ଦିଅନ୍ତୁ  ହ୍ଵାଟ୍ସଆପ ୟୁଜର୍ସ ।।

ଦେଶର କୋଟି କୋଟି ହ୍ଵାଟ୍ସଆପ ବ୍ୟବହାର କାରୀଙ୍କ ପାଇଁ ଏହିଟା ଗୋଟେ ଖୁସି ଖବର ହୋଇ ନ ପାରେ,ଦେଶ ସୁରକ୍ଷା ପାଇଁ ବ୍ୟବହାର ଏବଂ ଦେଶର ପରିଚୟ ଜାଣିବା ନିୟମକୁ ବିରୋଧ କରି ସିଧା ହ୍ଵାଟ୍ସଆପ କମ୍ପାନୀ ମେଟା ଭାରତରେ ବନ୍ଦ କରିବାକୁ ଧମକ ଦେଇଛି ।କେନ୍ଦ୍ର ସରକାର ଓ ମେଟା ମଧ୍ୟରେ ଚାଲିଥିବା ନ୍ୟାୟର ଯୁଦ୍ଧ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।RTI ୨୦୨୧ ଅନୁସାରେ ଏବେ ହ୍ଵାଟ୍ସଆପ ର ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ହଟାଇବାକୁ ଏକ ଆବେଦନ କରାଯାଇଛି ।ଏହା ଦ୍ଵାରା କିଏ ଯାଞ୍ଚ କରିଛି ତାହା ଜାଣିବାବାକୁ ସେ ଦାୟକ ।କିନ୍ତୁ ଏହାକୁ ବିରୋଧ କରିଛି କମ୍ପାନୀ, କମ୍ପାନୀ କହିଛି ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ବ୍ୟବହାର କାରୀଙ୍କ ଗପନିୟତାକୁ ସୁରକ୍ଷା ଦେଇଥାଏ ।ଯଦି ଏହା ହଟା ଯିବ ତେବେ ଏହି ସେବାକୁ ଭାରତରେ ବନ୍ଦ କରିବ ।ଯୌନ ସୁରକ୍ଷା ଜାତୀୟ ନିର୍ଯାତନା ଅନ୍ୟ କେତେକ ମାମଲା ଭଳି ସମ୍ବେଦନାଶୀଳ ସାଙ୍ଗରେ ବ୍ୟବହାର କାରୀଙ୍କ ପରିଚୟ ଜାଣିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି । ଏଥିପାଇଁ ଇନ୍ଫୋରମେସନ ଆକ୍ଟ ଅନୁସାରେ ଟେକ୍ନୋଲୋଜିର ଧାରା ଅନୁସାରେ ଜଣେ ଉପଯୁକ୍ତ ସରକାରୀ ଅଧିକାରୀ ସମ୍ପୃକ୍ତ ସଂସ୍ଥାକୁ ଉପଯୁକ୍ତ ସୂଚନା ଦେବାକୁ ନିର୍ଦ୍ଧେଶ ଦେଇପାରିବେ ।ଯାହା ବିରଧରେ ମେଟା ଫୋନ ର ଆଶ୍ରୟ ନେଇଥିଲା ,ଦିଲ୍ଲୀ ହାଇ କର୍ଟ ଶୁଣାନୀରେ ମେଟା ପକ୍ଷରୁ କୁହାଯାଇଛି ଯେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ବ୍ୟବହାର କାରୀଙ୍କ ଗପନିୟ ରଖିବାକୁ କମ୍ପାନୀ ପ୍ରତିଶ୍ରୁତି ବଦ୍ଧ ।ମାତ୍ର କେନ୍ଦ୍ର ସରକାର ଏଭଳି ଚାପରେ ନିୟମ କୁ ବଦଳାଇ ପାରିବେ ନାହିଁ ବୋଲି କୁହାଯାଇଛି ।କେନ୍ଦ୍ର ସରକାର ଏଭଳି କରି ବ୍ୟବହାର କାରୀଙ୍କ ପ୍ରତି କେତେଦୂର ଠିକ କରୁଛନ୍ତି ତାହା ୟୁଜର୍ସ ଙ୍କ ମତା ମୋତ ଦେଖିବା ଏବଂ ଶୁଣିବାକୁ ବାକି ରହିଲା ।

                   ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ