।। ବୁଲା କୁକୁର ର ଆକ୍ରମଣ ରେ ହନୁମାଙ୍କଡ଼ ର ମୃତ୍ୟୁ ।।

Jul 2, 2023 - 09:36
 0  18
।। ବୁଲା କୁକୁର ର ଆକ୍ରମଣ ରେ ହନୁମାଙ୍କଡ଼ ର ମୃତ୍ୟୁ ।।

ବୁଲାକୁକୁର ଗୃହପାଳିତ ପଶୁ, ଛେଳି, ମେଣ୍ଢା, ଗୁଷୁରୀ ସହଗୃହ ପାଳିତ ପକ୍ଷୀ କୁକୁଡ଼ା, ହଂସ, ବତକ,ପାରା କୁ କୁକୁର କାମୁଡିବା ଦର୍ଶକ ବନ୍ଧୁ ଜାଣିଛନ୍ତି କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ପାଇଲୁ ବନ୍ୟ ଯାନ୍ତୁ ହନୁମାଙ୍କଡ଼ ମାନେ ଆମ୍ବ ଖାଇବାକୁ ଆମ୍ବଗଛ ରେ ଆମ୍ବ ଖାଉଥିବା ବେଳେ ଚାରି ପାଞ୍ଚ ଟି କୁକୁର ହଠାତ କୁକୁର ଆମ୍ବ ଗଛ ଉପରକୁ ଡିଆଁ ମାରି ହନୁମାଙ୍କଡ଼ କୁ ଗଢ଼ାଇ ଗଢ଼ାଇ ଆକ୍ରମଣକରି କାମୁଡି ଥିବା ଦେଖି ଗାଁ ଲୋକେ ପଥର ଓ ବାଡ଼ି ରେ ଟେକା ପକାଇ କୁକୁର କାମୁଡୁଥିବା ହନୁମାଙ୍କଡ଼ କୁ ଛଡାଇ ଗାଁ ର କୁନି କୁନି ପିଲା ଠାରୁ ବୃଦ୍ଧା ପର୍ଯ୍ୟନ୍ତ ଏକାଠି ହୋଇ ହନୁମାଙ୍କଡ଼ ଖେତ ବିକ୍ଷେତ ହୋଇ ପଡିଥିଲା l

ହନୁମାନଙ୍କଡ଼ ପାଖକୁ ଯାଇ ହନୁମାଙ୍କଡ଼ କୁ ପାଣି ପିଆଇଲା ବେଳେ ହନୁମାନଙ୍କଡ଼ ର ଜୀବନ ଚାଲିଯାଇ ଥିଲା ତେଣୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ପଞ୍ଚାୟତ ଥୁଆମୂଳ ଭଟ୍ଟା ଗୁଡା ଗ୍ରାମ ର ସ୍କୁଲ ପଡା ବାସି ମାନିବାକୁ ହେବ ତାଙ୍କ ମାନବିକତା କୁ l

ମୃତ୍ୟୁ ହନୁମାଙ୍କଡ଼ କୁ ଗାଁ ର ସ୍କୁଲ ବାସି ସ୍କୁଲ ପଡ଼ାରେ ଦାହ କରିଥିଲେ l ଏହା ହେଉଛି ହନୁମାଙ୍କଡ଼ କୁ ଆମେ ହନୁମାନ ର ରୂପ ବୋଲି ଆମେ ହିନ୍ଦୁମାନେ ମାନି ଥାଉ ତେଣୁ ତାକୁ ଦାହ କରିଥିବା ଗ୍ରାମ ବାସି ର ଙ୍କ ଶୋକ ଛାୟା ଖେଳିଯାଇଛି l

ଏହାକୁ ନେଇ ବେଶ ଧନ୍ୟବାଦ ଜଣାଇଲା ବେଳେ ଅନେକ ବୁଦ୍ଧି ଯିବି ଓ ଅଞ୍ଚଳ ରେ ଚର୍ଚ୍ଚା ବିଷୟ ପାଲଟିଛି l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ