।। ବିପୁଳ ପରିମାଣର କଫ ସିରପ ସହ ନିଶା ଔଷଧ ଜବତ କଲା ତୁରେକେଲା ପୋଲିସ ।।
ବେପାରୀ ଙ୍କ ସହ ଦଲାଲ ଗିରଫ । ବଲାଙ୍ଗୀର ଜିଲ୍ଲା , ତୁରେକେଲା ପୋଲିସ କୁ ବଡ଼ ସଫଳତା, ୬୬ ପକେଟ ନିଶା ଔଷଧ ଏବଂ ୫୬ ବୋତଲ କଫ ସିରଫ ଜବତ ଦୁଇ ଅଭିଯୁକ୍ତ ଗିରଫ। କଳା ତୁରେକେଲା ପୋଲିସ ଗିରଫ ଅଭିଯୁକ୍ତ ମଲ୍ଲିକଦୋରୋ ଗ୍ରାମର ବନମାଳୀ ଖର୍ସେଲ ଏବଂ ଅନ୍ୟ ଜଣକ ମଘାମରା ଗ୍ରାମର ଖେମାନିଧି ମେହେର । ତୁରେକେଲା ରେ କେତେବେଳେ ଦାଦନ ଶ୍ରମିକ ଉଦ୍ଧାର ତ କେତେବେଳେ ନିଶା କାରବାର ଚାଲିଛି ।
ତୁରେକେଲା ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0