।। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ହାଇବା ଅଳ୍ପକେ ବର୍ତ୍ତିଗଲେ।ଡ୍ରାଇଭର ।।

Oct 2, 2024 - 13:57
 0  244
।। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ହାଇବା ଅଳ୍ପକେ ବର୍ତ୍ତିଗଲେ।ଡ୍ରାଇଭର ।।

୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇବା ଜଳିଗଲା।ଡ୍ରାଇଭର ଡେଇଁ ବାରୁ ବର୍ତ୍ତିଗଲେ।ଡ୍ରାଇଭର ଗୁରୁତର।କଳାହାଣ୍ଡି କେସିଙ୍ଗା ରାଜଲକ୍ଷ୍ମୀ କଂଷ୍ଟ୍ରକସନ ଠିକା ସଂସ୍ଥା ଆର ଓ ବି ରାସ୍ତା ନିର୍ମାଣ କରୁଥିବାବେଳେ ଏକ ହାଇବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ହାଇବା ସମ୍ପୂର୍ଣ୍ଣ ଜଳି ଯାଇଛି।ଡ୍ରାଇଭର ପ୍ରତ୍ୟୁଷ ଖାକା ଗୁରୁତର ହୋଇଛନ୍ତି।ଡ୍ରାଇଭର ଗାଡି ରୁ ଡେଇଁ ପଡିବାରୁ ତାଙ୍କ ଜୀବନ ବଂଚି ଯାଇଛି।

ଭବାନୀ ପାଟଣା ବ୍ଲକ୍ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ