।। ବାଇକ ଯୋଗେ ଦୁର୍ଘଟଣା ଗୋଟିଏ ପରିବାର ଦୁର୍ଘଟଣା ଗ୍ରସ୍ତ ।।

Oct 31, 2023 - 17:59
 0  117
।। ବାଇକ ଯୋଗେ ଦୁର୍ଘଟଣା ଗୋଟିଏ ପରିବାର ଦୁର୍ଘଟଣା ଗ୍ରସ୍ତ ।।

ଭବାନୀ ପାଟଣା ଠାରୁ ନିଜ ଘର କର୍ଲା ପାଟ ଭେଜିଗୁଡା ର କ୍ଷମାନିଧି ନାଏକ ତାଙ୍କ ପାରିବାରସହ ଏକ ମଟର ସାଇକେଲ ଯୋଗେଗୋଟିଏ ପରିବାର ଫେରୁଥିବା ସମୟରେ ଯାକମ ପାଖ ତେତେଲ ପଦର ନିକଟରେ ଭାର ସ୍ୟାମ ହରାଇ ଦୂର ଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ପଡିରହିଥିଲେ. ଏହିସମୟରେ ଥୁଆମୂଳ ରାମପୁର ବ୍ଲକ ଅଧକ୍ଷ ଶ୍ରୀଯୁକ ଦୟା ନିଧି ମାଝୀ ଥୁଆମୂଳ ରାମପୁର ବ୍ଲକ ଓ ଜୟପାଟଣାରେ ହେଉଥିବା ଦଳୀୟ ମିଟୀଙ୍ଗ କୁ ଯୋଗଦେବା ପାଇଁ ଯାଉ ଥିବା ବାଟରେ ଦୃଘଟଣା ଗସ୍ତ ପରିବାର ଙ୍କୁ ଦେଖି ନିଜ ଗାଡି.ରେ ଚିକିତ୍ସା ପାଇଁ ଭଵାନୀ ପାଟଣା ମୁଖ୍ୟ ଚିକିତ୍ସା ଲୟକୁ ନେଇ ଚିକିତ୍ସା କରାଉଛନ୍ତି ।

କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରତମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ