ବାଇକ ଓ ସ୍କୁଟି ମୁହାଁ ମୁହିଁ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତର

Aug 29, 2024 - 16:50
 0  15
ବାଇକ ଓ ସ୍କୁଟି ମୁହାଁ ମୁହିଁ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତର

ଗତରାତି ସମୟରେ କେସିଙ୍ଗା ଥାନା ଅନ୍ତର୍ଗତ କଣ୍ଟେଶିର ବ୍ରିଜ ନିକଟରେ ବାଇକ ଓ ସ୍କୁଟି ଏକ ବୁଲାଣିଆ ନିକଟରେ ମୁହାଁ ମୁହିଁ ଧକ୍କା ହେବାରୁ ମଦନପୁର ରାମପୁର ଅଞ୍ଚଳର ବାବୁଲାଲ ମହାକୁଡ ନାମକ ବ୍ୟକ୍ତି ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ନିକଟ ସିଂଝରନ୍ ଗ୍ରାମର ଯୁବକ ଆହତ ହେଇଥିବା ଜଣପଡିଛି, ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ହସ୍ପିଟାଲ କୁ ଆହତ ମାନଙ୍କୁ ପଠାଇ ଥିବା ବେଳେ ଏକ ମାମଲା ରୁଜୁକାରୀ ତଦନ୍ତ ଆରମ୍ଭ କରିଛି କେସିଙ୍ଗା ପୋଲିସ ।

 ଭବାନୀପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ