।। ବାଇକ୍ ଓ ହାଇବା ଧକା ରେ ଜଣେ ମୃତ୍ୟୁ ।।

Jun 25, 2024 - 17:19
Jun 25, 2024 - 17:20
 0  275
।। ବାଇକ୍ ଓ ହାଇବା ଧକା ରେ ଜଣେ ମୃତ୍ୟୁ ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଳିପେଟା ଗ୍ରାମ ନିକଟରେ ଏକ ବାଇକ୍ ଓ ହାଇବା ଧକା ରେ ଜଣେ ଯୁବକ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।କିଛି ପ୍ରତ୍ୟେକ୍ଷଦର୍ଶି କହିବା ଅନୁଯାୟୀ ଗୋଟେ ବାଇକ୍ ରେ ଦୁଇ ଜଣ ଯୁବକ ଜୟପୁର ଆଡକୁ ଯାଉଥିବା ସମୟରେ ମାଳିପେଟା ଗାଁ ନିକଟ ରେ ବାଇକ ଓ ହାଇବା ମୁହାମୁହିଁ ହେବା ଫଳରେ ବାଇକ୍ ରେ ଯାଉଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେଙ୍କ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଯୁବକ ର ମୃତ୍ୟୁ ଘଟିଛି। ଓ ସାଥିରେ ଥିବା ଜଣେ ଯୁବକ ମୃତ ଯୁବକ କୁ ଘଟଣା ସ୍ଥଳରେ ଛାଡ଼ି ଫେରାର ହୋଇ ଯାଇଛି।ସୂଚନା ପାଇଁ ଘଟଣା ସ୍ଥଳରେ ରାଣୀତୋଟା ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ମୃତ ଦେହକୁ ମେଡିକାଲ କୁ ପଠେଇ ଘଟଣା ର ତଦନ୍ତ କରୁଛି ।

ଲମତାପୁଟ ରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ