।। ବଙ୍କେଇପୁଟ ଗାଁର ଦୀର୍ଘ ଦିନର ଜମି ବିବାଦ ତୁଟୁନି ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମେଲ୍ ଗ୍ରାମପଞ୍ଚାୟତ ନନ୍ଦପୁର ଥାନା ଅଧିନରେ ରହିଥିବା ବଙ୍କେଇପୁଟ ଗାଁରେ ଦୀର୍ଘ ଦିନର ଜମି ସମସ୍ୟା ସମାଧାନର ବାଟ ମିଳୁନୀ ସମରା ଜାନୀ ପିତା ଶୁକ୍ରା ଜାନୀ ଓ ରୁପା ଜାନି ପିତା ବୁଦୁ ଜାନୀ ନାରେ ଜମି 5ଏକର 50 ସେଷ୍ଟେ ରହିଛି ବାଙ୍କେପୁଟ ମୌଜା ଖାତା ନମ୍ବର 35, ପ୍ଲଟ୍ ନମ୍ବର 75/115/118/149/ 151/307/313/316/428/.ସମରା ଜାନୀର ସନ୍ତାନ ନାହାନ୍ତି ବୋଲି ସୂଚନା ମିଳିଛି. ରୁପା ଜାନୀର ଗୋଟାଏ ପିଲା ରହିଛି ଗୁରୁ ଜାନୀର ଦୁଇଟି ଚୁଆ ପୁଅ ଆଉ ଝିଅ ରହିଛନ୍ତି. ପୁଅ ଜାଇଫୁଲ ଜାନୀ ଓ ଝିଅ ମିଲୀକ୍ ଜାନୀ, ଜାଇଫୁଲ ଜାନୀର ସନ୍ତାନ ହେଲେ 7ଜଣ, ମାଙ୍ଗୁ ଜାନୀ ମୃତ୍ୟୁ,ମଙ୍ଗଳା ଜାନୀ,କୁମଳୁ ଜାନୀ, ରାମ ଜାନୀ, ଗୁରୁ ଜାନୀ,ଦୁଇ ଝିଅ ମଧ୍ୟରେ ସମାରୀ ଜାନୀ ପଦମା ଜାନୀ, ଜାଇଫୁଲର ଦୁଇଟି ସ୍ତ୍ରୀ ରହିଥିଲେ ପ୍ରଥମ ଜଣଙ୍କ ନାମ ଲଛମା ଜାନୀ ଆଉ ଦୁତ୍ୱୀୟ ସ୍ତ୍ରୀ ଲକ୍ଷ୍ମୀ ଜାନୀ ରହିଥିବା ବେଳେ ଗାଁର କିଛି ଅନ୍ୟ ଶିସା ପରିବାରର ଲୋକ ମାନେ ଏହି ଜମି ଉପରେ ଜରଜବର୍ଦସ୍ତ ଆମର ଜମି ବୋଲି କହିବା ପରେ ରାମ ଜାନୀ ଡିମାର୍କେସ୍ନେ ପରେ ଜମି ମାପ ଜପ କରି ଆରାଇ ଅମିନ୍ ତହସିଲ ପୋଲିସ ଷ୍ଟାପ୍ ଉପସ୍ଥିତ ରହି ଦେଖାଇ ଥିଲେ, ମୃତ୍ୟୁ ବେକ୍ତି ରେଲି ଶିଶାର ଦୁଇଟି ପୁଅ ଜଗନ୍ନାଥ ଶିଶା, କେଶବ ଶିଶା, ରେଲି ଶିଶାର ପିତା ନାମ ହେଲା ବାରୀଲ୍ ଶିଶା, ମୃତ୍ୟୁ ବେକ୍ତି ,ବାରୀଲ୍ ଶିଶାର ବାପା ହେଲେ ଝାଲିଆ ଶିଶା ମଧ୍ୟ ମୃତ୍ୟୁ ହୋଇଛି ଚାଷ କରିଲେ ଜାନୀ ପରିବାର ଚାଷକୁ ଅମଳ ହେବା ପରେ ଶିଶା ପରିବାର ନେଉଥିବା ନେଇ ଏହି ବିଷୟରେ ନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ. ମଧ୍ୟ କାର୍ଯ୍ୟ ଅନୁଷ୍ଠାନ ନହେବାରୁ କୋରାପୁଟ ଜିଲ୍ଲା ର ବିଭିନ୍ନ ସଙ୍ଗଠନର କିଛି ବୁଦ୍ଧି ଜିବି ଙ୍କୁ ଡାକି ଏକ ଶାନ୍ତି କମିଟି କରି ଜାନୀ ପରିବାର ଓ ଶିଶା ପରିବାର କାଗଜପତ୍ର ତଦନ୍ତ କରି ଜାହାର୍ ଜମି ରେକର୍ଡରେ ରହିଛି ଆଇନ୍ ଅନୁଯାୟୀ ହସ୍ତାନ୍ତର କରିବାକୁ ଶିଶା ପରିବାରଙ୍କୁ ବୈଠକରେ ଡାକି ଥିଲେ. କିନ୍ତୁ ଶିଶା ପରିବାର ଆସି ନଥିଲେ ବୋଲି ଜାନୀ ପରିବାର ଓ ଲମତାପୁଟ ବ୍ଲକ ପରଜା ସମାଜର ସଭାପତି ଏବଂ କୋରାପୁଟ ଜିଲ୍ଲା ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହି କହିଥିଲେ. ତହସିଲ ଏହାର କଣ ବିଚାର କରିବେ ତାହା ଦେଖିବାକୁ ବାକିରହିଲା.
What's Your Reaction?






