।। ପ୍ରେମିକ ପ୍ରେମ ମିଠା ଲାଗିଲା ସେଥି ପାଇଁତ ସୁକାନ୍ତି ଦୁଇ ଛୁଆ କୁ ଛାଡ଼ି ନିଜ ପ୍ରେମିକ ସହିତ ଗଲା ।।

May 24, 2024 - 16:11
 0  35
।। ପ୍ରେମିକ ପ୍ରେମ ମିଠା ଲାଗିଲା ସେଥି ପାଇଁତ  ସୁକାନ୍ତି  ଦୁଇ ଛୁଆ କୁ ଛାଡ଼ି ନିଜ ପ୍ରେମିକ ସହିତ ଗଲା ।।

ଏବେ ଗାଁ ଗାଁରେ ଚର୍ଚ୍ଚା ହେଉଛି ଘର ବୋହୂ ସୁକାନ୍ତିର ପ୍ରେମ କାହାଣୀ ଜଣକୁ ବିବାହ କରିଥିଲା ଦୁଇ ଦୁଇଟି ଛୁଆ ଜନ୍ମ କରିଥିଲା ଏବେ କିନ୍ତୁ ସ୍ବାମୀ କୁ ଲାତମାରି ସ୍ତ୍ରୀ ପ୍ରେମିକକୁ ଧରି ଛୁ ମାରିଲା ହଁ ଦଶକ ବନ୍ଧୁ ପ୍ରେମିକ ପ୍ରେମରେ ପାଗଳ ହେଇଯାଇଥିଲା ସ୍ତ୍ରୀ ସେଥିପାଇଁ ଆଖିକୁ ଦିସୁନଥିଲା ସ୍ବାମୀ ଆଉ ନିଜ ଗର୍ବରୁ ଜନ୍ମ କରିଥିବା ଦୁଇ ଦୁଇଟା ସନ୍ତାନ କୁ ଛାଡି ଦେଲା ଦଶକ ବନ୍ଧୁ ଇଏ ହେଉଛି ସେହି ଶୁକାନ୍ତି ଯିଏକି ଆଜି ସ୍ବାମୀ କୁ ଛାଡି ଦେଲା ଏପରି ଦେଖିବାକୁ ମିଳିଛି ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଲେଖନା ଗ୍ରାମରେ ରାଘବ ମୁଣ୍ଡା ଶୁକାନ୍ତି କୁ ବିବାହ କରିଥିଲା କିଛି ଦିନ ଗଲା ପରେ ଦୁଇ ଦୁଇଟି ଛୁଆ ଜନ୍ମ ହେଲା ତାପରେ ସ୍ତ୍ରୀ ମନ ଭରିଲା ନାହିଁ ଯେ ପ୍ରେମିକ ପ୍ରେମରେ ପାଗଳ ହୋଇ ତା ସହିତ ରାସନିଳା କଲା ପରେ ଜାଣିଲା ପାରିଲା ଯେ ତା'ର ସ୍ଵାମୀ ଙ୍କ ଦେହ ଖରାପ ବୋଲି ତାଠାରୁ ଦୁରେଇ ଗଲା ରାଘବ ଭାଇ ଗାଁ ଲୋକଙ୍କ ସହ ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ରାଘବ ମୁଣ୍ଡା ଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ କିନ୍ତୁ ଚିକିତ୍ସା ସମୟରେ ରାଘବ ମୃତ୍ୟୁ ହୋଇଯାଇଥିଲା ଘରେ ରହିଗଲେ ଦୁଇ ଦୁଇଟା ଅନାଥ ପୁଅ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ତାଙ୍କୁ ଦେଖିବାକୁ କୈାଣସି ନେତା କି କୈାଣସି ସରପଞ୍ଚ ଓ ପ୍ରଶାସନ ର ଦେଖା ନାହିଁ ତୁରନ୍ତ ଦୁଇ ଛୁଆ କୁ ଶୁଦ୍ଧିକ୍ରିୟା ସହାୟତା ପାଇଁ ସାଧାରଣରେ ଦାବି ହେଉଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ