ପାଟଣା ବ୍ଲକ ମୁଖ୍ୟାଳୟରେ ଖୋଲିଲା ସଞ୍ଜୟ ଷ୍ଟୁଡିଓ ଏବଂ ଜନସେବା କେନ୍ଦ୍ର

Feb 4, 2025 - 18:47
 0  14
1 / 1

1.

ପାଟଣା ବ୍ଲକ ମୁଖ୍ୟାଳୟରେ ଖୋଲିଲା ସଞ୍ଜୟ ଷ୍ଟୁଡିଓ ଏବଂ ଜନସେବା କେନ୍ଦ୍ର 

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଖୋଲିଛି ଏବେ ଷ୍ଟୁଡିଓ ରେ ଭଲ ଫୋଟୋ ଆଧାର କାର୍ଡ ନୂଆ ରାସନ କାର୍ଡ ଲେବର କାର୍ଡ ଭୋଟର୍ କାର୍ଡ ଆଧାର କାର୍ଡ ଟଙ୍କା ଉଠେଇବା ଏବଂ ସମସ୍ତ ବ୍ୟାଙ୍କ୍ ଖାତାରେ ଟଙ୍କା ଜମା କରିବା ସହ ଟଙ୍କା ଉଠାଇବା ଟଙ୍କା ପଠାଇବା ପାଇଁ ଏଠାରେ ସବୁ ସୁବିଧା ରହିଛି 

ଏଥିରେ ଆହୁରି ଭଲ ସୁବିଧା ହେଉଛି ଯଦି କାହାର ବାହାଘର ଭିଡିଓ ଏବଂ ଫୋଟୋ ସୁନ୍ଦର୍ କରିବାକୁ ଚାହୁଁଛନ୍ତି ତାହେଲେ ତୁରନ୍ତ ପାଟଣା ବ୍ଲକ ମୁଖ୍ୟାଳୟରେ ଖୋଲିଛି ସଞ୍ଜୟ ଷ୍ଟୁଡିଓ 

  ଯୋଗାଯୋଗ କରିପାରିବେ ନହେଲେ ସଞ୍ଜୟ ମୋବାଇଲ୍ ନମ୍ବର୍ ନଂ ୯୫୮୩୬୨୧୮୧୭ ରେ ଯୋଗାଯୋଗ କରିବା ପାଇଁ ସଞ୍ଜୟ ଷ୍ଟୁଡିଓ ଅନୁରୋଧ କରିଛନ୍ତି 

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ 

ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ