।। ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଗାଲିଗାବଟର ଜଳ ପ୍ରପାତ ରୁ ଖସି ଏକ ଯୁବକର ମୃତ୍ୟୁ।

Dec 29, 2023 - 18:19
 0  16
।। ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଗାଲିଗାବଟର ଜଳ ପ୍ରପାତ ରୁ ଖସି ଏକ ଯୁବକର ମୃତ୍ୟୁ।

ସୂଚନା ଅନୁଯାୟୀ ଆଜି କଟକ ଜଗତପୁର ଅଞ୍ଚଳର ୫ ଜଣ ପର୍ଯ୍ୟଟକ ଜଳ ପ୍ରପାତ ବୁଲିବା ନିମନ୍ତେ ପହଞ୍ଚିଥିଲେ।ସେଥିମଧ୍ୟରୁ ଏକ ଯୁବକ ଶୌଚ ହେବା ନିମନ୍ତେ ଯାଇଥିଲେ।କିନ୍ତୁ ଦୁର୍ଭାଗ୍ୟ ବଶତଃ ଗୋଡ଼ ଖସି ଜଳ ପ୍ରପାତ ତଳକୁ ଖସି ଯାଇଥିଲେ।ଏଥିନେଇ ସୂଚନା ମିଲିପା ପରେ ଅଗ୍ନିଶମ ଅଧିକାରୀ ପହଞ୍ଚି ସେଠାରେ ପହଞ୍ଚିଥିଲେ।କିନ୍ତୁ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି ।

ପଟ୍ଟାଙ୍ଗି ରୁ କୃଷ୍ଣଚନ୍ଦ୍ର ଗଲରି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ