।। ପଟ୍ଟାଙ୍ଗି ବ୍ଲକର ଗାଁ ଗାଁ ରେ ପାଳିତ ହେଲା ୭୫ତମ ସାଧାରଣ ତ୍ୱନ୍ତ୍ର ଦିବସ ।।

Jan 26, 2024 - 21:34
 0  128
।। ପଟ୍ଟାଙ୍ଗି ବ୍ଲକର ଗାଁ ଗାଁ ରେ ପାଳିତ ହେଲା ୭୫ତମ ସାଧାରଣ ତ୍ୱନ୍ତ୍ର ଦିବସ ।।

କୋରାପୁଟ ଜିଲ୍ଲା,ପଟ୍ଟାଙ୍ଗି ବ୍ଲକ ର ପ୍ରତ୍ୟେକ ଗାଁ ଗାଁ ରେ ଆଜି ୭୫ତମ ସାଧାରଣ ତ୍ୱନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ପଟ୍ଟାଙ୍ଗି ନିକଟସ୍ଥ ମିନି ଷ୍ଟାଡିଅମ ଠାରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଡ଼ି ଯୋଗ ଦେଇ ଥିବା ବେଳେ ସାମ୍ନାନିୟ ଅତିଥି ଭାବରେ ଯୋଗ ଦେଇଥିଲେ ପ୍ରଫୁଲ୍ଲ କୁମାର ପାଙ୍ଗି ।ସକାଳ ୮ଘଟିକା ୩୦ମିନିଟ ସମୟରେ ପତାକା ଉତ୍ତୋଳନ କରାଯାଇଥିଲା ।ଏଥିରେ ପଟ୍ଟାଙ୍ଗି ବିଦ୍ୟାଳୟ ଓ ଚମ୍ପାଖେନ୍ଦ। ବାଳିକା ବିଦ୍ୟାଳୟ ର ସହସ୍ର ଛାତ୍ରୀ ଯୋଗ ଦେଇ ଆଜିର ସାଧାରଣ ତ୍ୱନ୍ତ୍ର ଦିବସ ପାଳନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ରିପ୍ରେଜେଣ୍ଟ ଜୟସେନ ପଡ଼ାସେଟି,ବ୍ଲକ ସଭାପତି ବିଶ୍ୱନାଥ ପଡ଼ାଲ,ପଟ୍ଟାଙ୍ଗି MD ଦିବାକର ନାୟକ, ଲ୍ୟାମ୍ପ ସଭାପତି ଚିକୁଣୁ ପାଙ୍ଗି, ସମାଜ ସେଭି ବିଶ୍ୱନାଥ ଖରା ପରି ଶେଷରେ ପ୍ରତାପ ଚୌଧୁରୀ ସଭା ସମାପ୍ତ କରିଥିଲେ ।

କୋରାପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ