।। ଟିଟିଲାଗଡ଼ ରେଲୱେ ଷ୍ଟେସନ ଠାରେ ୮ କେଜି ୮୦ ଗ୍ରାମ ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲେ ଅବକାରୀ ବିଭାଗ ।।

Oct 5, 2023 - 15:39
 0  14
।। ଟିଟିଲାଗଡ଼ ରେଲୱେ ଷ୍ଟେସନ ଠାରେ ୮ କେଜି ୮୦ ଗ୍ରାମ ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲେ ଅବକାରୀ ବିଭାଗ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଲୱେ ଷ୍ଟେସନ ଠାରେ ୮ କେଜି ୮୦ ଗଞ୍ଜେଇ ଟିଟିଲାଗଡ଼ ରୁ ରାୟପୁର କୁ ଚୋରା ୧2ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଅଧିକାରୀ ଆଶିଷ ବେହେରା ଙ୍କ ନେତୃତ୍ୱରେ ଗୋଟିଏ ଟିମ ଓ ରେଲୱେ ଆର୍ ପି ଏଫ ଅଧିକାରୀ ଡି କେ ମିଶ୍ର ମିଲତ ଚଢ଼ାଉ କରି ଉତ୍ତରପ୍ରଦେଶ ଅନ୍ତର୍ଗତ ଗାଜିପୂରର ସୋହାନ ରାୟ କୁ ଟିଟିଲାଗଡ଼ ରେଲୱେ ଷ୍ଟେସନ ଠାରେ ୮ କେଜି ୮୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛନ୍ତି, ମୁଡ଼ାଲା କୁ କୋର୍ଟ ଚାଲାଣ କରିଥିଲେ ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ