ଜନଜାତୀୟ ଗୌରବ ଦିବସ

Nov 18, 2024 - 17:06
 0  119
ଜନଜାତୀୟ ଗୌରବ ଦିବସ

ବରୀ ଅନ୍ତର୍ଗତ ମନ୍ଦାରୀ ପଞ୍ଚାୟତସ୍ଥିତ ମନ୍ଦାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ସୁଧାକର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାର ରଞ୍ଜିତ କୁମାର ଜେନା , , ସମ୍ମାନିତ ଅତିଥ୍‌ ଭାବେ ପଞ୍ଚାୟତ ହାଇସ୍କୁଲ ରାମପୁରର ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା, ଅନ୍ୟତମ ଅତିଥ୍ ସ୍ଥାନୀୟ ସରପଞ୍ଚ ଧୀରେନ୍ଦ୍ର କୁମାର ଜେନା, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ମାଝୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଜଳଧର ଖଟୁଆ ଓ ସମିତିସଭ୍ୟ ଧୀରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଜନଜାତୀୟ ଗୌରବ ରବ ଦିବସ ପାଳନ ଅବସରରେ ସହଭାଗିତା ଭାବେ ପିତା ଓ ମାତା ‘ଆମେ ଜାଣିବା’ ବିଷୟରେ ଜନସଚେତନତା ସଦରାଗତା ଭାବେ ପଡା ଓ ମାତା ଜନଜାତୀୟ ଗୌରବ ଦିବସ ଉପରେ ଆଲୋକପାତ କରାଯାଇଥିଲା। ସିଆରସିସି ଅଜୟ କୁମାର ଜେନା ପରିଚାଳନା କରିଥିବାବେଳେ ବିଦ୍ୟାଳୟ ଶିକ୍ଷକ ଗୋବିନ୍ଦ ସୋରେନ, ଶିକ୍ଷୟିତ୍ରୀ ରୁପାରାଣୀ ଦାସ, ସୁମିତ୍ରା ପରିଡ଼ା, ଆଶୁତୋଷ ଜେନା, ସରୋଜ କୁମାର ଜେନା, ମୃତ୍ୟୁଞ୍ଜୟ ଜେନା, ନିତ୍ୟାନନ୍ଦ ସେଠୀ, ତ୍ରିନାଥ ସାହୁ, ରମାକାନ୍ତ ସେଠୀ, ଅଭିମନ୍ୟୁ ମହାରଣା ଓ କାଳନ୍ଦୀ ସେଠୀ ପ୍ରମୁଖ ଯୋଗଦେ ଦେଇ ସହ ସହଯୋଗ କରିଥିଲେ। ଜନଜାତୀୟ ଗୌର ରବ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥୁ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ