ଛାତ୍ରୀ ନିବାସ ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Dec 19, 2024 - 11:59
 0  1.3k
ଛାତ୍ରୀ ନିବାସ ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଳା ମାଁ ମାଣିକେଶ୍ୱରି ବିଶ୍ଵ ବିଦ୍ୟାଳୟ ର ଇନ୍ଦ୍ରାବତୀ ଛାତ୍ରୀ ନିବାସ ରେ ବାଣିଜ୍ୟ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀ ଙ୍କ ହଷ୍ଟେଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ରୀ ଜଣଙ୍କ ଥୁଆମୂଲ ରାମପୁର ବ୍ଳକ ଅନ୍ତର୍ଗତ ବିରୋକୋଟ ଗାଁର ତୋଫାଲି ନାଏକ ବୋଲି ଜଣାପଡିଛି। ତେବେ ଏନେଇ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଘଟଣା ସ୍ଥଳାରେ ପୋଲିସ୍ ର ତଦନ୍ତ ଆରମ୍ଭ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 1
Angry Angry 0
Sad Sad 3
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ