।। ଚାରିଆଡ଼େ ରାମମୟ ପରିବେଶ ଥିବା ବେଳେ ଏକ ଦୁଃଖଡ ଘଟଣା ସାମ୍ନା କୁ ଆସିଛି ।।
ବଲାଙ୍ଗୀର/ଟିଟିଲାଗଡ, ତା୨୨-୦୧: ଅପରାହ୍ନ ପ୍ରାୟ ୭ଟା୩୦ ମିନିଟ ସମୟ ରେ ଜାତୀୟ ରାଜପଥ -୫୯ ରେ ଜଣେ ବ୍ୟକ୍ତି ଙ୍କ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ବରଣ କରି ଥିବା ଜଣାଯାଇଛି । କାଶୀ ଚନ୍ଦନ ନାମକ (ବ-୪୫) ବ୍ୟକ୍ତି ଟିଟିଲାଗଡ ପଟେ ନିଜ ଗ୍ରାମ କୁମୁଡ଼ି ପଦର୍ କୁ ଏକ ସ୍କୁଟି ରେ ଫେରିବା ବେଳେ ଡିଏଭି କଲେଜ ଖେଳ ପଡିଆ ଛକ ନିକଟରେ ପୂର୍ବରୁ ଠିଆ ହୋଇ ଥିବା ଏକ ହାଇୱା ଟ୍ରକ୍ ପଛପଟୁ ଧକ୍କା ଦେଇ ଥିବା ଜଣା ପଡ଼ିଛି । ମୁଣ୍ଡ ରେ ଶକ୍ତ ଆଘାତ ଲାଗି ଥିବା ବେଳେ ତାଙ୍କୁ ଘଟଣା ସ୍ଥଳ ରୁ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରି ଥିବା ବେଳେ ଡାକ୍ତର ଖାନା ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । Vu ଟିଟିଲାଗଡ ଥାନା ଅଧିକାରୀ ମନୋଜ ପ୍ରଧାନ ଡାକ୍ତର ଖାନା ରେ ରହି ଘଟଣା ର ତଦନ୍ତ ଆରମ୍ଭ କରି ଥିବା ସୂଚନା ମିଳିଛି ।
ଟିଟିଲାଗଡ ରୁ ସତ୍ୟଜିତ ସରଙ୍ଗୀ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0