ଚଟୁମାରୀ-ରାଇପୁର ସେତୁ ନିର୍ମାଣରେ ବିଳମ୍ବ

Dec 1, 2024 - 20:32
 0  15
ଚଟୁମାରୀ-ରାଇପୁର ସେତୁ ନିର୍ମାଣରେ ବିଳମ୍ବ

ବରୀ ଠାରୁ ଯାଜପୁର ଜିଲା ଦପ୍ତରକୁ କମ୍ ବ୍ୟବଧାନରେ ସଂଯୋଗ ରାସ୍ତା ହେଉଛି ଚଟୁମାରୀ- ବନ୍ଧମୁଣ୍ଡା-ଯାଜପୁର ରାସ୍ତା । ଏଠାରେ ଦୁଇଟି ପୋଲ ଯଥା ହୋଇ ଚଟୁମାରୀ-ରାଇପୁର ଓ ରାଇପୁର-ବନ୍ଧମୁଣ୍ଡା ସରକାରୀ ସ୍ତରରେ ସ୍ଥାନ ପାଇଛି ରାଇପୁର-ବନ୍ଧମୁଣ୍ଡା ପୋଲ ସମ୍ପୂର୍ଣ ହୋ ଯାତାୟାତ ତ ଉପଯୋଗୀ ହୋଇଥିବାବେଳେ ଚଟୁମାରୀ-ରାଇପୁର ପୋଲର )ର କୌଣସି କାମ ଆରମ୍ଭ ନହେବା ) ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବ୍ୟ ବ୍ୟଥାର କାରଣ ହୋଇଛି। । ବିଗତ ବର୍ଷରୁ ଏହ ଏହାର ଟେଣ୍ଡର ହୋଇ ସାରିଥିଳେ ଲେ ମଧ୍ୟ ଏଯାଏ କାମ ଆ ଆରମ୍ଭ ନହେ ହବା ଚିନ୍ତାର କାରଣ ପାଲଟିଛି। ଏହି ପୋଲଟି ଖରସ୍ରୋତା ତାର ଶାଖା ନଦୀ ତନ୍ତିଘାଇ ଉପରେ ହେବାକୁ ହେ ଥ‌ିବା ଆର ପୋଲଟି ଖରସ୍ରୋତା ଉପରେ ନିର୍ମିତ ହୋଇଛି । ସୂଚନାମୁତାବକ ଗତ ବର୍ଷରୁ ଏହି ପୋଲ ଟେଣ୍ଡର ହୋଇଥିବାବେଳେ ଏହାର ମାଟି ପରୀକ୍ଷଣ ଓ ନ‌କ୍ସା କାର୍ଯ୍ୟ ଯି ଏଯାଏ ସମ୍ପୂର୍ଣ ହୋଇନାହିଁ । ସେହିପରି ପୋଲ ସଂଯୋଗରାସ୍ତା ସ୍ତା ପାଇଁ ଜମି ଅଧୂଗ୍ରହଣ ହୋଇପାରି ନାହିଁ। ବିଶେଷକରି ରାଇପୁର ଅଞ୍ଚଳର ଜମି ମାଲିକମାନେ ଦଳିତ ବର୍ଗର ହୋଇଥିବାରୁ ହେ ଅଧିଗ୍ରହଣ କ୍ଷେତ୍ର କ୍ଷେତ୍ରରେ ସମସ୍ୟା ଉପୁଜିଛି ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି କହିଛନ୍ତି । ବରୀରୁ ଯାଜପୁର ୨୨ କି.ମି ଦୂରତା ହୋଇଥିବା ବେଳେ ଏହି ଦୁଇଟି ସେତୁ ଦେଇ ଯାଜ ଜପୁରକୁ ଗଲେ ମାତ୍ର ୧୪ କି.ମି. ଅତିକ୍ରମ କରିବାକୁ ପଡ଼ିବ। ସେତୁ ଦୁଇଟି ସମ୍ପୂର୍ଣ୍ଣ ହେଲେ ଲ ଖାଲି ବରୀ ନୁହେଁ ଯାଜପୁର ତଥା ତଥା ରସୁଲପୁର ର ଅଞ୍ଚଳର ଲୋକମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ସୁବିଧା ମଣିବେ ତୁରନ୍ତ ସେତୁ ସେତୁ ନିର୍ମାଣ କରି ଗମନା ଗମନ ଉପଯୋଗୀ ଉପ କରିବାକୁ ସାଧାରଣରେ ଦାବି ହେଉଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ