କୁଇକୁଳ ସମିତି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Mar 11, 2026 - 12:04
 0  3
କୁଇକୁଳ ସମିତି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ଦାରିଙ୍ଗବାଡି ସ୍ଥିତ ଡୁଲୁରି ପାଇନ୍ ଜଙ୍ଗଲ ଭିତରେ ଦାରିଙ୍ଗବାଡି ବ୍ଲକ୍ ରେ ଥିବା ପଚିଶ ଗୋଟି ପଞ୍ଚାୟତରେ ଥିବା ଆଦିବାସୀ କୁଟିଆ କନ୍ଧ ମାନଙ୍କର ଏକ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା I ଆଉ କିଛି ବିଷୟ ନେଇ ଉକ୍ତ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ବାଲିଗୁଡ଼ାର ଦୟାନିଧି ମଲିକ ଆଇନ୍ ଜିବି,ଦାରିଙ୍ଗବାଡି କୁଇ କୁଳ କମିଟି ସଭାପତି କରୁଣା କର ପ୍ରଧାନ, ସମ୍ପାଦକ ସୁକଦେବ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଅତିଥି ଭାବେ ସୁବେଦାର ପ୍ରଧାନ, ସମେତ ଶତାଧିକ ଆଦିବାସି ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କାଲି ଏତିକି ନୁହେଁ ବର୍ତ୍ତମାନ୍ ରାଜ୍ୟ ସରକାର ଆଇନ୍ ଗତ ଅଧିକାର କୁ ଆଦିବାସି ମାନଙ୍କ ଠାରୁ ଜଙ୍ଗଲ ଜମି କୁ ଛଡ଼େଇ ନେଉଥିବାରୁ ତାର ବିରୁଦ୍ଧରେ ଆଦିବାସି ଏକତା ମହା ସଂଘ ପକ୍ଷରୁ ବିରୋଧ କରି ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି I ଦାରିଙ୍ଗବାଡି ରେ ଆଦିବାସି ଉପାନ୍ତ ଅଞ୍ଚଳରେ ଥିବା ଜଙ୍ଗଲ ଜମି କୁ ଆଦିବାସି ମାନଙ୍କ ଠାରୁ ଛଡ଼ାଇ କୋଟିଆଦି ପତି ପୁଞ୍ଜି ପତି ମାନଙ୍କୁ ଆଦି ବାସୀ ଲୋକ ମାନଙ୍କର ଜଙ୍ଗଲ ଜମି ହସ୍ତାନ୍ତର କରି ଦେଇଥିବା ଏବେ ଚର୍ଚ୍ଚାରେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ