।। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ କଣ୍ଟାବାଞ୍ଜି ରେଳଷ୍ଟେସନ ର ପୁନର୍ବିକାଶ ନେଇ ଭିତ୍ତିପ୍ରସ୍ଥର ସ୍ଥାପନ ।।

Aug 9, 2023 - 04:27
 0  6
।। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ କଣ୍ଟାବାଞ୍ଜି ରେଳଷ୍ଟେସନ ର ପୁନର୍ବିକାଶ ନେଇ ଭିତ୍ତିପ୍ରସ୍ଥର ସ୍ଥାପନ ।।

ବଲାଙ୍ଗୀର ଜିଲ୍ଲା, କଣ୍ଟାବାଞ୍ଜୀ କୁ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳଷ୍ଟେସନ ର ପୁନର୍ବିକାଶ ନେଇ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କରକମଳରେ ଭିଡ଼ିଓ କନଫରେନ୍ସିଂଗ ମାଧ୍ୟମରେ ୫୦୮ ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ପୁନର୍ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏଥିରେ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ,ସମ୍ବଲପୁର ଜୋନ ର ଏଡିଆର୍ ଏମ ଆନନ୍ଦ ସିଂ, ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ୱର ଚିଫ ଇଞ୍ଜିନିୟର ମହେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କଣ୍ଟାବାଞ୍ଜି ରେଳ ଷ୍ଟେସନ ର ଉନ୍ନତି କରଣ କରାଯାଇ ଥିବାରୁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 କଣ୍ଟାବାଞ୍ଜି ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ