ଅମରେନ୍ଦ୍ର ନାଥ ଙ୍କୁ ଶ୍ରେଷ୍ଠ ସମାଜ ସେବୀ ଭାବେ ୨୦୨୪ ର ସମ୍ମାନl

Aug 30, 2024 - 04:57
 0  13
ଅମରେନ୍ଦ୍ର ନାଥ ଙ୍କୁ ଶ୍ରେଷ୍ଠ ସମାଜ ସେବୀ ଭାବେ ୨୦୨୪ ର ସମ୍ମାନl

ଓଡ଼ିଶା ଦଇନିକ ଖବର କାଗଜ ପୃଷ୍ଠଭୂମୀ ର ୨୦୨୪ ତମ ସ୍ଵନ କ୍ଷେତ୍ର ଦିବସ ପାଳିତ ହୋଇଥିଲା l ଏହି ଅବସର ରେ ରାୟଗଡା ଜିଲ୍ଲାର ଶ୍ରୀ ଅମରେନ୍ଦ୍ର ନାଥ ଙ୍କୁ ଶ୍ରେଷ୍ଠ ସମାଜ ସେବୀ ଭାବେ କଟକ ଶାରଳା ଭବନ ଠାରେ ଅନୁଷ୍ଠିତ ପୃଷ୍ଠଭୂମି ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ପୃଷ୍ଠଭୂମି ର ସମ୍ପାଦକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଜେନା, ଏବଂ କାର୍ଯୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦାସ କାର୍ଯ୍ୟକ୍ରମ ଟିକୁ ହୃଦୟରୁ ସୁ ଯୋଜନା ଓ ସୁଆତିଥ୍ୟା ଦ୍ବାରା ସମ୍ପାଦନ କରିଥଲେ l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବିନାରାଣ ବେହେରା ଏବଂ ମୁମ୍ବାଇ ରୁ Play back singer ଜୁନିଅର୍ ଦେବାନନ୍ଦ ,ଓଡ଼ିଆ ଗୀତିକାର ଟି ସୌରି ଙ୍କ ଭଳି ପ୍ରମୂଖ ଅତିଥି କାର୍ଯ୍ୟକ୍ରମ ରେ ଯୋଗଦେଇ ଉକ୍ତ ସମୟ କୁ ଉତ୍ସବମୁଖର କରାଇଥିଲେ l ଏବଂ ସମାଜ ର ସେବା ରେ କେତେ କଣ୍ଟକିତ ପଥ କୁ ପାଦରେ ଏଡାଇ ଓ ଅନେକ ଗାଳି ଏବଂ ତାଳୀର ସହକାରେ କିପରି ଅଗକୁ ଯିବାକୁ ହୁଏ ତାହା ପରାମର୍ଶ ଦେଇଥିଲେ ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ