ଅକାଳେ ଚାଲିଗଲା ଦୁଇ ନିରିହ ଛାତ୍ରଙ୍କ ଜୀବନ

Jun 15, 2025 - 20:41
 0  146
ଅକାଳେ ଚାଲିଗଲା ଦୁଇ ନିରିହ ଛାତ୍ରଙ୍କ ଜୀବନ

ଆଜି ସାଙ୍ଗ ମେଳରେ ଲୁଲ୍ଲଙ୍ଗ ଅଭିମୁଖେ କେତେ ହସଖୁସିରେ ରଜପରବ ର ଆନନ୍ଦ ଉଲ୍ଲାସରେ ସ୍ନାନ କରିବା ଓ ବୁଲିବା ପାଇଁ ସମସ୍ତେ ସଙ୍ଗମେଳରେ ଯାଇଥିଲେ, ମାତ୍ର ବିଧାତା ର ଲିଖନ କିଏ ଜାଣିଛି ଯେ ଏହି ହସ ଖୁସି ଅଳ୍ପ ସମୟ ପାଇଁ, ଟିକିଏ ଅସାବଧାନତା ପାଇଁ ଲୁଲୁଙ୍ଗ ନଦୀର ବଡ଼ଗଣ୍ଡରେ ବୁଡ଼ି ଅକାଳେ ଏହି ଦୁଇ ନିରିହ ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି। ବାରିପଦା ଜ୍ଞାତ ନମ୍ବର ୨୧ ର ଅଙ୍କିତ କୁମାର ଭୁଜବଳ ବୟସ ୨୦ ବର୍ଷ ଓ ଅନ୍ୟ ଜଣେ ବିଜୟରାମଚନ୍ଦ୍ରପୁର ଅଞ୍ଚଳର ରଞ୍ଜନ କୁମାର ନାଏକଙ୍କ ଏକମାତ୍ର ଇଞ୍ଜିନିୟରିଂ ପାଠନ।ରତ ପୁତ୍ର ଅଂଶୁମାନ ନାଏକ ବୟସ ୨୦ବର୍ଷ, ଏହି ଦୁହିଙ୍କ ମୃତ୍ୟୁରେ ବାରିପଦା ସହର ରେ ତଥା ପରିବାରରେ ଶୋକର ଛାୟା ଖେଳିଯାଇଛି.ଏହାର ଉଚିତ ତଦନ୍ତ ହୋଇ ମୃତ୍ୟୁର କାରଣ ସ୍ପଷ୍ଟିକରଣ ପାଇଁ ସାଧାରଣରେ ଦାବି ହେଉଛି ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ