।। ୨୦୨୪ ରୋ ଆଗାମୀ ନିର୍ବାଚନ କୁ ନେଇ ଆଲୋଚନା ।।

Mar 30, 2024 - 19:40
 0  8
।। ୨୦୨୪ ରୋ ଆଗାମୀ ନିର୍ବାଚନ କୁ ନେଇ ଆଲୋଚନା ।।

କୋରାପୁଟ ଜିଲ୍ଲା , ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଗ୍ରାମର ଥଟାପଡିଆ ଠାରେ BJP ଦୋଳାର ଆଗାମୀ ନିର୍ବାଚନ କୁ ନେଇ ଆଲୋଚନା ହୋଇଛି ଏନେଇ କୋରାପୁଟ ଲୋକସଭା ଭାରତୀୟ ଜନତା ପାର୍ଟି ଶ୍ରୀ କଳିରାମ୍ ମାଝୀ ଙ୍କର କୁମ୍ଭାରୀପୁଟ ମଣ୍ଡଳ ଗସ୍ତ ଏହି ଗସ୍ତ ଅବସରରେ କୁମ୍ଭାରିପୁଟ ମଣ୍ଡଳ ରୋ ପ୍ରତ୍ୟେକ ଭାରତୀୟ ଜନତା ପାର୍ଟି ରୋ କାର୍ଯ୍ୟକର୍ତ୍ତା ସମସ୍ତେ ଉପସ୍ଥିତ ହୋଇ ଆଗାମୀ ନିର୍ବାଚନ ରେ କିପରି ଭାବରେ ଜିତିବେ ତାର ରୁପରେଖା ପ୍ରସ୍ତୁତ କଲେ ଏବଂ ସେଠାରେ ଉପସ୍ଥିତ ହୋଇଥିଲେ ଜିଲ୍ଲା ସଭାପତି- ଶ୍ରୀ ସୁମନ୍ତ ପ୍ରଧାନ ଜିଲ୍ଲା ଉପ ସଭାପତି- ଶ୍ରୀ ନକୁଳ ବିଜୟୀ ଜିଲ୍ଲା ସୌଜଜକ- ଅଗସ୍ତି ହୋଲୁଆ ଜିଲ୍ଲା ରୋ M.P- ଶ୍ରୀ କାଳୀରାମ ମାଝୀ ରାୟଗଡ଼ା ଜିଲ୍ଲାର ଯୁବ ମୂର୍ଚ୍ଛା ସଭାପତି - ଶ୍ରୀ ଉମେଶ ଖୋସଲା କୋରାପୁଟ ଜିଲ୍ଲାର. ST ମୂର୍ଚ୍ଛା- ଶ୍ରୀ ଉଧୟ ହିକକା କୁମ୍ଭାରିପୁଟ ମଣ୍ଡଳ ର ସଭାପତି-ଶ୍ରୀ ଠିବି ତପି କୁମ୍ଭାରିପୁଟ ପୂର୍ବତନ ସଭାପତି- ଶ୍ରୀ ମକର ଖୋରା ଗାରିଡି ପଞ୍ଚାୟତ ର ନାୟକ ସରପଞ୍ଚ- ଶ୍ରୀ ଅନାଧି କଞ୍ଜାକା ମଣ୍ଡଳ OBC ମୂର୍ଚ୍ଛା ସଭାପତି- ଶ୍ରୀ ମଧୁସୂଦନ ପୂଜାରୀ କୋରାପୁଟ ଜିଲ୍ଲାର ଜେ. ଡି. ବି - ଶ୍ରୀ ପୂର୍ଣ୍ଣଚନ୍ଦ୍ର ନମେଲପୁରି କୁମ୍ଭାରିପୁଟ ମହିଳା ସଭାପତି- ଶ୍ରୀ ମତୀ ରାଣୀ ଲାବୁଲା କୁମ୍ଭାରିପୁଟ ର ସଭାପତି ଜୁନ୍-୧ ଶ୍ରୀ ଟୋପି ତଠାବାରିଆ ଏଠାରେ ସମସ୍ତ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଆଲୋଚନା କରିଛନ୍ତି ।

ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ