୧୫୦ତମ ଜଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତି ପାଳନ କରିବା ଅବସରରେ:ସାମ୍ବାଦିକ ସମ୍ମିଳନୀ,ଅନୁ ସ୍ଵଚିତ ଜନଜାତି ମୋର୍ଚ୍ଚା ବିଜେପି ମୟୂରଭଞ୍ଜ, ଓଡିଶା

Nov 15, 2024 - 07:27
 0  8
୧୫୦ତମ ଜଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତି ପାଳନ କରିବା ଅବସରରେ:ସାମ୍ବାଦିକ ସମ୍ମିଳନୀ,ଅନୁ ସ୍ଵଚିତ ଜନଜାତି ମୋର୍ଚ୍ଚା ବିଜେପି ମୟୂରଭଞ୍ଜ, ଓଡିଶା

ଦେଶସାରା ୫୦୦ଜିଲ୍ଲାରେ .ବିରସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହେବ . ଓଡ଼ିଶାର ୨୭ଜିଲ୍ଲାର ୨୮ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ପାଳନ କରାଯିବା ଦେବଗଡ଼, ସମ୍ବଲପୁର, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଗଜପତି ଜିଲ୍ଲାରେ ଆଭାସୀ ମାଧ୍ୟମରେ ଭାଇଭଉଣୀ ମାନେ ଟୁ ୱେ କମୁନିକେଶନ ରେ ଯୋଡିହେବେ. ଆଗାମି ପିଡ଼ିକୁ ଉତ୍ସାହିତ କରିବା ନିମନ୍ତେ ଜନଜାତି ଗୌରବ ଦିବସ ପାଳନ କରାଯିବ, ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାନ୍ୟାର୍ପଣ କରାଯିବ, ଫଟୋରେ ପୁଷ୍ପାଞ୍ଜଳି ଦିଆଯିବ, ଏହା ସହିତ ଅଞ୍ଚଳରେ ଥିବା ମହାପୁରୁଷଙ୍କ ପ୍ରତିମାରେ ମାଲ୍ୟାର୍ପଣ ସହ ସେମାନଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରାଯିବା ପ୍ରତ୍ୟେକ ମଣ୍ଡଳ, ଜିଲ୍ଲା ଓ ପ୍ରଦେଶ ସ୍ତରରେ ଜନ ଜାତୀସମାଜରେ ପ୍ରଭୁଦ୍ଧ ଜନ, ବିଶିଷ୍ଟ ବ୍ୟକ୍ତି, ପ୍ରଭାବୀ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ଏହି ଅବସରରେ ବିଭିନ୍ନ ସ୍ଥାନରେ ସଂଗୋଷ୍ଠୀ ଓ ଭାଷାଣ ପ୍ରତିଯୋଗିତା ମଧ୍ୟ କରାଯାଇ ଏହି ଉତ୍ସବକୁ ପାଳନ କରାଯିବ, ଏହା ଆମ ଦେଶ ଜାତୀସମାଜର ଗର୍ବ ।

 ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ