।। ହେଟା ବାଘ ଶିକାର ହେଲା ୪ ବର୍ଷ ଶିଶୁ ପୁତ୍ର ।।

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖୀରେଇଟାଙ୍ଗିରୀ ସେକ୍ସନ ନିହ୍ନୁଆଁ ଗ୍ରାମରେ ହେଟାବାଘ ଆତଙ୍କ ଖେଳାଇଛି ହେଟାବାଘ ଆକ୍ରମଣରେ ଜଣେ ଶିଶୁ ପୁତ୍ର କୁ ଶନିବାର ରାତ୍ରୀ ୩ ଟାରେ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ଜଣାପଡିଛି ଗୁରୁତର ଆହତ ଶିଶୁ ପୁତ୍ର ହେଉଛନ୍ତି ଉକ୍ତ ଗ୍ରାମର ସ୍ବର୍ଗତ ଅନାମ ମୁଣ୍ଡା ଙ୍କ ପୁଅ ବାବାଜୀ ମୁଣ୍ଡା
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?






