।। ହାତୀ ଆକ୍ରମଣରେ ଯୁବକ ଗୁରୁତର ।।

Oct 14, 2024 - 17:43
 0  12
।। ହାତୀ ଆକ୍ରମଣରେ ଯୁବକ ଗୁରୁତର ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡେଣୁଆ କାଜୁ ଜଙ୍ଗଲରେ ଆଜି ଦିନ ୧୨ ଟା ସମୟରେ ଦନ୍ତା ହାତୀ ଆକ୍ରମଣରେ ୨୫ ବର୍ଷୀୟ ଯୁବକ ଗୁରୁତର ହୋଇଛନ୍ତି ଗୁରୁତର ଯୁବକ ହେଲେ ପାଟଣା ବ୍ଲକ ଅନ୍ତର୍ଗତ ଅଙ୍କୁରା ଗ୍ରାମର ରାଜ କିଶୋର ନାଏକଙ୍କ ପୁଅ ଅକ୍ଷୟ ନାଏକ ହାତୀ ଆକ୍ରମଣରେ ଅକ୍ଷୟଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ