।। ସେମିଳିଗୁଡା ପୋଲିସ ଦ୍ଵାରା ୨୧କେଜି ୫୦୦ ଗ୍ରାମ୍ ଗଞ୍ଜେଇ ସହ ସୁନାବେଡା ରୁ ୨ଜଣଙ୍କୁ ଗିରପ ।।

Mar 28, 2023 - 20:57
 0  92
।। ସେମିଳିଗୁଡା ପୋଲିସ ଦ୍ଵାରା ୨୧କେଜି ୫୦୦ ଗ୍ରାମ୍ ଗଞ୍ଜେଇ ସହ ସୁନାବେଡା ରୁ ୨ଜଣଙ୍କୁ ଗିରପ ।।

କୋରାପୁଟ ଜିଲ୍ଲା ସେମିଳିଗୁଡା ପୋଲିସ ଦ୍ବାରା ସୁନାବେଡା ରୁ ୨ଜଣ ଅବିଯୁକ୍ତ ଙ୍କୁ ଗିରପ କରି କୋର୍ଟ ଚାଲାଣ କରିଥିବା ସେମିଳିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଗିରପ ଅବିଯୁକ୍ତ ମାନେ ହେଲେ ଜାଡ଼ାଗୁଡ଼ା ରୁ ପ୍ରତ୍ୟୁଷ ରାଜ୍ ଭତ୍ରା ଏବଂ ଡ଼ିପି କ୍ୟାମ୍ପ ରୁ ଦିନେଶ କୁମାର ବାଚାର NDPS କେସ୍ ନଂ-37/2023 ରେ ଗୋଟିଏ କାର୍ ସିଜ୍ କରାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ