।। ସୁନାବେଡା ଅଭୟାରଣ୍ୟ ରାସ୍ତାରୁ ୨ଟି ଆଇଇଡି ଓ ୩ଟି ଡେଟୋନେଟର ଉଦ୍ଧାର ।।

Oct 23, 2024 - 03:20
 0  18
।। ସୁନାବେଡା ଅଭୟାରଣ୍ୟ ରାସ୍ତାରୁ ୨ଟି ଆଇଇଡି ଓ ୩ଟି ଡେଟୋନେଟର ଉଦ୍ଧାର ।।

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକ ଜୋମନା ଥାନା ଅଧିନସ୍ଥ ସୁନାବେଡା ଅଭୟାରଣ୍ୟ ଚେରେନୂଆଁ ଜାମଗାଁ ରାସ୍ତାରେ ମାଓବାଦି ମାନେ ଏକ ବଡ ଧରଣର ଅଘଟଣା ଘଟାଇବାକୁ ଚାହୁଁଥିବା ବେଳେ ସିଆରପିଏଫ ଜବାନ ମାନେ ତାହକୁ ପଣ୍ଡ କରିଦେଇଛନ୍ତି । ସୂଚନା ମୁତାବକ ଏହି ରାସ୍ତାରୁ ଯବାନ ମାନେ ୨ଟି ଆଇଇଡି ଓ ୩ଟି ଡେତୋନେତର ଉଦ୍ଧାର କରିଛନ୍ତି । ଏହା ସହ ଉକ୍ତ ଅଂଚଳ ରେ କମ୍ବିଙ୍ଗ ଅପରେସନ କୁ ଜୋରଦାର କରାଯାଇଛି । ସୂଚନା ଥାଉକି ସୁନାବେଡା ଅଭୟାରଣ୍ୟ ହେଉଛି ମାଓପ୍ରବଣ ଅଂଚଳ କିନ୍ତୁ ଗଳ୍ପ କିଛି ଦିନ ହେବ ଏଠାରେ ମାଓ ଗତିବିଧୀ ସ୍ଥିର ଥିଲା । ଏହା ସତ୍ତ୍ବେ ମଧ୍ୟ ଏହି ଅଂଚଳରେ ସିଆରପିଏଫ ଏସୋଜି ଯବାନ ମାନେ ଲଗାତାର କମ୍ବିଙ୍ଗ ଚଳାଇ ଆସୁଥିଲେ । ଗତଜାଲି ସିଆରପିଏଫ ୨୧୬ ବଟାଲିଆନର କମାଣ୍ଡାନ ଏରିକ ଗିଲବର୍ଟ ଜୋଷ ଓ ଅତିରିକ୍ତ କମାଣ୍ଡାନ ଧରମ ୟାଦବ ଙ୍କ ନେତୃତ୍ବରେ ଯବାନ ମାନେ ଏହି ଅଂଚଳରେ କମ୍ବିଙ୍ଗ କରୁଥିବାବେଳେ ସେମାନଙ୍କୁ ବିସ୍ଫୋରକ ଭର୍ତି ଦୁଇଟି ପାଇପ ଆଇଇଡି ବଡ ଧରଣର ଅଘଟଣା ଘଟାଇବାକୁ ଚାହୁଁଥିବା ବେଳେ ସିଆରପିଏଫ ଜବାନ ମାନେ ତାହକୁ ପଣ୍ଡ କରିଦେଇଛନ୍ତି। ସୂଚନା ମୁତାବକ ଏହି ରାସ୍ତାରୁ ଯବାନ ମାନେ ୨ଟି ଆଇଇଡି ଓ ୩ଟି ଡେତୋନେତର ଉଦ୍ଧାର କରିଛନ୍ତୀ । ଏହା ସହ ଉକ୍ତ ଅଂଚଳ ରେ କମ୍ବିଙ୍ଗ ଅପରେସନ କୁ ଜୋରଦାର କରାଯାଇଛି । ସୂଚନାନୁଯାଇ ସୁନାବେଡା ଅଭୟାରନ୍ୟ ହେଉଛି ମାଓପବଣ ଅଂଚଳ କିନ୍ତୁ କିଛିଦିନ ହେବ ଏଠାରେ ମାଓ ଗତିବିଧୀ ସ୍ତ୍ରୀର ଥିଲା । ଏହା ସତ୍ତ୍ବେ ମଧ୍ୟ ଏହି ଅଂଚଳରେ ସିଆରପିଏଫ ଏସୋଜି ଯବାନ ମାନେ ଲଗାତାର କମ୍ବିଙ୍ଗ ଚଳାଇ ଆସୁଥିଲେ । ଗତକାଲି ସିଆରପଏଫ ୨୧୬ ବଟାଲିଆନର କମାଣ୍ତାନ ଏରିକ ଗିଲବର୍ଟ ଜୋଷ ଓ ଅତିରିକ୍ତ କମାଣ୍ଡାନ ଧରମ ୟାଦବ ଙ୍କ ନେତୃତ୍ବରେ ଯବାନ ମାନେ ଏହି ଅଂଚଳରେ କମ୍ବିଙ୍ଗ କରୁଥିବାବେଳେ ସେମାନଙ୍କୁ ବିସ୍ଫୋରକ ଭର୍ତୀ ଦୁଇଟି ପାଇପ ଆଇଇଡି ଓ ତିନିଟି ଡେଟୋନେଟର ମିଲିଥିଲା ଯାହାକି ସ୍ପଷ୍ଟ କରୁଛି ଅଂଚଳରେ ମାଓବାଦି ମାନେ ପୁଣି ନିଜ କାୟା ବିସ୍ତାର କରିବାକୁ ଚାହୁଁଛନ୍ତି l ବିଶେଷ କରି ଛତିଶଗଡରେ ମାଓବାଦି ଙ୍କ ଉପରେ ଜୋରଦାର ଅକ୍ରମଣ ରେ ୩୬ ମାଓବାଦୀ ନିହତ ହେବାପରେ ସେମାନେ ଓଡିଶା ମୁହାଁ ହୋଇଥିବା ଜଣାପଡୁଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ