ସୁନାବେଡ଼ା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Nov 10, 2024 - 06:51
 0  13
ସୁନାବେଡ଼ା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ସୁନାବେଡ଼ା-ତା-୧୦/୧୧/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା )କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁଷମା କୁଅଁର ଗତ ଶୁକ୍ରବାର ଯୋଗଦାନ କରିଛନ୍ତି ସୂଚନା ଥାଉ କି ଏହାଙ୍କ ପୂର୍ବରୁ ସତ୍ୟନନ୍ଦ ପାତ୍ର ଥାନା ଅଧିକାରୀ ଥିଲେ ।ସୂଚନା ଯୋଗ୍ୟ ଥାନା ଅଧିକାରୀ ସୁଷମା କୁଅଁର ଏଥି ପୂର୍ବରୁ ନାରାୟଣପାଟଣା ଥାନାରେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ।କାର୍ଯ୍ୟରେ ଯୋଗଦାନ ପରେ ସୁଷମା କୁଅଁର କହିଛନ୍ତି ଯେ ସୁନାବେଡ଼ା ସହରରେ ଶାନ୍ତି ଶୃଙ୍ଖଳା, ଆଇନ ଶୃଙ୍ଖଳା ଟ୍ରାଫିକ ର ଉପଯୁକ୍ତ ବ୍ୟବସ୍ଥା କରିବାରେ ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।

ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ