ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଟିଗାଁ ଦ୍ୱାଦଶ ଶ୍ରେଣୀ ( +2 ) କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଟିଗାଁ ସ୍ଥିତ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଟିଗାଁ ଦ୍ୱାଦଶ ଶ୍ରେଣୀ ( +2 ) କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ! ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୨.୦୫.୨୦୨୫ ରିଖ: ଜିଲ୍ଲା ସ୍ତରୀୟ ରିଜଲ୍ଟ ୬୮% ଥିଲା ବେଳେ ଭାଟିଗାଁ ବିଦ୍ୟାଳୟର ୯୫% ରିଜଲ୍ଟ କରିଛନ୍ତି ! ପ୍ରଥମ ୧୨ଟି ଦ୍ୱିତୀୟ ୩୧ଟି ତୃତୀୟ ୬୯ଟି ମୋଟ ୧୧୬୩୧୧୨ ଛାତ୍ର ଛାତ୍ରୀ କୃତ କାର୍ଯ୍ୟ ଲାଭ କରିଛନ୍ତି ! ମନମତି ଭତରା ୪୩୧ ମାର୍କ ୭୧.୧୫% ରଖି ଟପ୍ପର ହୋଇଛନ୍ତି ! ପ୍ରକାଶ ଥାଉ କି ଏହି ବିଦ୍ୟାଳୟର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଧ୍ୟ ୧୦୦% ଛାତ୍ର ଛାତ୍ରୀ ପାସ୍ କରିଥିଲେ ! ତେଣୁ ଗ୍ରାମବାସୀ ବିଦ୍ୟାଳୟ ପରି ଚାଳନା କମିଟି ସର୍ବୋପରି ସମସ୍ତ ଅବିଭାବକ ଓ ସଭାପତି ଶ୍ରୀ ସନୋଜ କୁମାର ତ୍ରିପାଠୀଙ୍କ ଭୂୟସୀ ପ୍ରଣାମ କରିଛନ୍ତି ! ସମସ୍ତ ଶିକ୍ଷକ ମାନଙ୍କର କଠୋର ପରିଶ୍ରମ,ଭଲ ପାଇବା ଯୋଗୁଁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉନ୍ନତ ରୁ ଉନ୍ନତ ହେବା କହିଛନ୍ତି, ଏହି ଖବର ପ୍ରଚାର ହେବା ଦ୍ଵାରା ଏହି ଅଂଚଳ ରେ ଖୁସିର ମlହଲ ଖେଳିଯାଇଥିବା ବେଳେ, ଅଞ୍ଚଳ ବାସୀ ସମସ୍ତ ଶିକ୍ଷକମାନଙ୍କୁ ଓ ଅବିଭାବକ ମାନେ ପ୍ରଶଂସା କରିଛନ୍ତି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






