ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢାଟାଲ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

Feb 21, 2025 - 19:18
 0  11
ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢାଟାଲ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ନୂଆପଡ଼ା : ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢାଟାଲ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷେମ ଦାସ ଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି.ୱାର୍ଡ ମେମ୍ବର ମୁଖ୍ୟ ଅତିଥି ଶ୍ରୀମତୀ ବିମଳା ବାଗ,ଠିକପାଳି ସି.ଆର୍. ସି. ଶ୍ରୀଯୁକ୍ତ ସନ୍ତୋଷ କୁମାର ବାଗ, ବିଦ୍ୟାଳୟ କମିଟି ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତୀ ବାଗ ଉପସ୍ଥିତ ରହି ମାତୃଭାଷା ବିଷୟ ରେ ଛାତ୍ରଛାତ୍ରୀ ଙ୍କୁ ବୁଝେଇ ଥିଲେ. ବିଦ୍ୟାଳୟ ର ବିଭୂତି ଭୂଷଣ ହୋତା ଓ ପ୍ରେମାନନ୍ଦ ସେଠ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦାୟିତ୍ଵ ତୁଲାଇବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

 ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ