।। ସକ୍ଷମ ପଞ୍ଚାୟତ ବିକଶିତ ଭାରତ ଗାନ୍ଧୀ ଜୟନ୍ତୀ ପାଳନ ।।

Oct 3, 2024 - 08:38
 0  17
।। ସକ୍ଷମ ପଞ୍ଚାୟତ ବିକଶିତ ଭାରତ ଗାନ୍ଧୀ ଜୟନ୍ତୀ ପାଳନ ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ଠାରେ ଅନୁଷ୍ଠିତ କରାଯାଥୀଲା,ଗାନ୍ଧୀ ଜୟନ୍ତୀ ପାଳନ କୋରାଯାଇଛି ଏହି ଅବସରରେ,ସ୍ଥାନୀୟ ସରପଞ୍ଚ ଶ୍ରୀ ଘେନୁ କ୍ରିସାନି, ସମିତି ସଭ୍ୟା ଭଲବଦ୍ର ପୁକିଆ, ପିୟ କୈଳାଶ ଚନ୍ଦ୍ର ମାଝୀ, ଓ ବ୍ଲକ ଅଧ୍ୟକ୍ଷ ତାପସ ଚାଲାଣ ଗୋଷ୍ଟି ଉନ୍ନୟନ ଆଧିକାରୀ ଜୟନ୍ତ କୁମାର ମେହେର,GRS ମେଡମ, DO ପଦ୍ମନ କୁମାର,ଓ ଆଶା, ଅଙ୍ଗନ ବାଡ଼ି, ଓମ୍ବିକେ,ପ୍ରତେକ ଗ୍ରାମର SHG ମା ମାନେ, ସମସ୍ତେ ଉପସ୍ଥିତ ରେ ଗାନ୍ଧୀ ଜୟନ୍ତୀ ପାଳନ କଲେ,ମୁଁ ସଂକଳ୍ପ କି ମୋ ପଞ୍ଚାୟତ ଶିକ୍ଷା ସ୍ୱାସ୍ଥ୍ୟ, ପୋଷଣ, କୃଷି ସହିତ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବି, ଏହା ସହିତ ମୋ ପଞ୍ଚାୟତ ର ଶିଶୁ କିଶୋରୀ ବାଳିକା, ଗର୍ଭବତୀ ମହିଳା ଗୁରୁଜନ ବୟସ୍କ ବ୍ୟକ୍ତି ଏବଂ ସମସ୍ତ ବର୍ଗର ଲୋକମାନଙ୍କର ଭତ୍କୃଷ୍ଟ ଜୀବନ ଜାପନ କରିବା ପାଇଁ ପରିବେଶ ସୃଷ୍ଟି କରିବାସହିତ ମୋ ପଞ୍ଚଯାତ ରେ ଥିବା ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଆରୋଗ୍ୟ ମନ୍ଦିର ଏବଂ ଅନ୍ୟ ଅନୁଷ୍ଠାନ ମାନଙ୍କୁ ସପ୍ତାହରେ ଥରେ ଭ୍ରମଣ କରି ସେଠାରେ ପ୍ରଦାନ କରା ଯାଉଥିବା ସୁବିଧାର ଗୁଣବତ୍ତା କୁ ସୁନିଶ୍ଚିତ କରିବା ପାଇଁ ସଂକଳ୍ପ କରୁଛି ଆଗଦିନ ରେ କିଭଳି ଚାଷ କରୁଥିଲେ ସେବିଷୟ ରେ ମଧ୍ୟ୍ୟ ଆଲଚନା କରାଯାଇଥୀଲା 60 ବୟସ୍କ ବେକ୍ତି ମାନେ କୋଉଥିଲେ,ଆଗଦିନ ରେ ଗାଁ କୁ ରାସ୍ତା ନଥିଲା, କୀ ଖାହାର ଛାତଘର କଣ୍ଡେ ନଥିଲା ସମସ୍ତ ଙ୍କୁ ମାଟି ଘର ଟିଣ ଘର ଥୀଲା, ଏବେ ଧୀରେ ଧୀରେ ସମସ୍ତ ଗାଁଗୈଉଳିରେ ପିଛୁ ରାସ୍ତା, ଓ ଛାତ ଘର ଭଉତ ଦେଖିବା କୁ ମିଳିବ, ବୋଲି କଉଛନ୍ତି ଲୋକେ , ଡେ଼ଞ୍ଚ ପଘୁରାମ ମଧ୍ୟ୍ୟ କରାଯାଇଥିଲା, ପାଷ୍ଟ, ସେକେଣ୍ଡ, ତାର୍ଡ, ହେଲା ଡେ଼ଞ୍ଚ ଗୁରୂପ କୁ ପୁରସ୍କାର ମଧ୍ୟ୍ୟ ଦେଳେ, , ଓ ପ୍ରଧାନ ମନ୍ତ୍ରୀ ଆବାସ ଘର 100 ଦିନ ରୁ 120 ଦିନ ବିତରେ ଘର ତିଆରି କରିସାରିଳା ଲୋକ କୁ ମଧ୍ୟ୍ୟ ପୁରୁଷ୍କାର ଦେଳେ, 60 ରୁ ଉର୍ଦ୍ଧ ବୟସ୍କ ଲୋକ କୁ ମଧ୍ୟ୍ୟ ଶ୍ନମାନ ସହ ପୁରୁଷ୍କ ଦେଳେ ।

ଲମତାପୁଟ ସୁବାଷ ମାଳି ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ