।। ଲଗାଣ ବର୍ଷା ରେ ଵେହାଲ କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ ।।

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ l ର ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତ ରେ ବର୍ଶା ର ତାଣ୍ଡବ। ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ। ପ୍ରାୟ ୫୦୦ ରୁ ଅଧିକା ଏକର ଜମି ଜଳମଗ୍ନ । କୁନ୍ଦୁରା ଓ ଜୟପୁର ଯୋଗାଯୋଗ ବିଛିନ୍ନ। ଦିଗାପୁର ଠାରୁ ଘୁମର ରାସ୍ତା ଉପରେ ୩ ଫୁଟ ରୁ ଅଧିକା ପାଣି ପ୍ରବାହିତ ହେଉଛି ଏବଂ ବିରୀନଦୀ ପୋଲ ଉପରେ ପାଞ୍ଚ ଫୁଟର ପାଣି ପ୍ରବାହିତ ହେଉଛି l ଅନେକ ସ୍ଥାନରେ ଘର କାନ୍ଥ ଭାଙ୍ଗି ଯାଇଛି l କୁନ୍ଦ୍ରା ସଦର ମୋହକୁମା ଠାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଘର ଭିତରେ ପାଣି ପୋସିଚି l ଏକ ପ୍ରାକର ବନ୍ୟ ସୃଷ୍ଟି ହୋଇଛି l ଗତ ୪୦ ବର୍ଷ ରେ ସବୁଠାରୁ ଅଧିକା ବର୍ଷା ବିପ୍ତାତ ଅନୁମାନ କରୁଛନ୍ତି କୁନ୍ଦୁରା ଅଂଚଳର ଲୋକେ ।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା
What's Your Reaction?






