।।ରାସ୍ତା ପାଲଟିଛି ମରଣଯନ୍ତା ।।

Jul 25, 2024 - 17:55
 0  7
।।ରାସ୍ତା ପାଲଟିଛି ମରଣଯନ୍ତା ।।

ଏଭଲି ଦ୍ରୁଶ୍ୟ ଦେଖିବାକୁ ମିଲିଛି କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖୀଗୁଡା OHPC ଅଧିନରେ ଥିବା କାଲି ମନ୍ଦିର ଛକ ଠାରୁ ମାୟା ଛକ ପର୍ୟ୍ଯନ୍ତ ରାସ୍ତା। ଖାଲ ଖମାରେ ଭର୍ତ୍ତି ରାସ୍ତା ଯୋଗୁ ଲୋକଙ୍କ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଲିଛି। ବର୍ଷା ପାଣି ଜମି ରହିବା ଦ୍ବାରା ବେହାଲ୍ ସ୍ତିତି। ବିପଦ ଜନକ ସ୍ତିତି ରେ ରାସ୍ତା ପାର ହେଉଛନ୍ତି ଲୋକେ। ଏହି ରାସ୍ତା ଦେଇ ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ବୁଢ଼ା ଦୁଢା, ରୋଗୀ ଭଲି ଅନେକ େଲାକ ଯିବା ଆସିବା କରି ଥାନ୍ତି। ଲୋକେ ଜରୁରୀକାଳୀନ ଭାବେ ରାସ୍ତା କୁ ପୁନଃ ନିର୍ମାଣ କରିବାକୁ ଦାବି କରିଛନ୍ତି ଲୋକେ। ଏହି ରାସ୍ତା ଅନେକ ପଡା କୁ ସଂଯୋଗ କରୁଛି। ମୁଖ୍ଯ ରାସ୍ତା ହୋଇ ନ ଥିଲେ ମଧ୍ଯ ଏହାର ଉନ୍ନତି ହେଉନଥିବା ଅଭିେଯାଗ କରିଛନ୍ତି ଅଂଚଳବାସୀ। ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ଥିବା ରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତା ପ୍ରତିOHPC କର୍ତୁପକ୍ଷ ଅଣଦେଖା କରୁଥିବା ଲୋକେ ଅଭିେଯାଗ କରିଛନ୍ତି। ଦେଖବାକୁ ବାକି ରହିଲା ଖବର ପ୍ରସାରଣ ପରେOHPC କର୍ତୁପକ୍ଷ କି ପଦକ୍ଷେପ ନେଉଛି।

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ ଓଡ଼ିଶା ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ