।। ମୁକ୍ତିଲାଭ ଓଡ଼ିଆ ଚଳଚ୍ଚିତ୍ର ଭୋଟ,କୁ ନେଇ ଚର୍ଚ୍ଚିତ ।।

Feb 23, 2024 - 20:36
 0  11
।। ମୁକ୍ତିଲାଭ ଓଡ଼ିଆ ଚଳଚ୍ଚିତ୍ର ଭୋଟ,କୁ ନେଇ ଚର୍ଚ୍ଚିତ ।।

ମୁକ୍ତିଲାଭ ଓଡ଼ିଆ ଚଳଚ୍ଚିତ୍ର ଭୋଟ, ସୁନାମଧନ୍ୟ ନାଟ୍ୟକାର ଅଜୟ ମହାପାତ୍ରଙ୍କ ରଚିତ,ଯାହାକି ରାଜ୍ୟତଥା ରାଜ୍ୟ ବାହାରେ ବହୁବାର ଶେଷ୍ଠ ନାଟକର ମାନ୍ୟତା ପାଇଛି.ସେହି ନାଟକର ଫିଲ୍ମ୍ ରୂପାନ୍ତର ହେଉଛି ଭୋଟ.. ସିନେମାରେ ମୁଖ୍ୟ ନିର୍ଦ୍ଦେଶକ ଭାବେ ଦେବାଶିଷ ମହାପାତ୍ର ଭୋଟ ର ଚିତ୍ରନାଟ୍ୟ, ସଂଳlପ ଦାୟିତ୍ଵ ନେଇଥିବା ବେଳେ କେରଳ ଷ୍ଟୋରୀ ସିନେମାଟୋଗ୍ରାଫର ପ୍ରଶାନ୍ତନୁ ମହାପାତ୍ର ଫୋଟୋଗ୍ରାଫି ଦାୟିତ୍ଵ ନେଇଛନ୍ତି, ସଙ୍ଗୀତରେ ଅଛନ୍ତି ପ୍ରିୟବ୍ରତ ପ୍ରାଣିଗ୍ରାହୀ l ମୁଖ୍ୟ ଅଭିନୟ ଅଛନ୍ତି ନେସନାଲ ସ୍କୁଲ ଅଫ ଡ୍ରାମା ରୁ ଅଭିଜ୍ଞ ଅଭିନେତା ଶ୍ରୀ ସୂର୍ଯ୍ୟ ମହାନ୍ତି ଏବଂ ସ୍ବର୍ଗତ ଚକ୍ରଧର ଜେନାଙ୍କ ସମେତ ସୁନାବେଡ଼ା ର ମୁଖ୍ୟ ଚରିତ୍ରରେ ଭାବରେ ସୁଶାନ୍ତ ରାଉତରାୟ ଙ୍କ ସମେତ ସୀତାଶୁ, ସୌମ୍ୟ, ଉଷାସି ମିଶ୍ର,ରନୁ ପଢ଼ି,ହର,ଦେବୀ,ସତ୍ୟ, ବନମାଳୀ,ରଞ୍ଜନ, ଶ୍ରେୟା, ପିଙ୍କି ପ୍ରମୁଖ ଅଭିନୟ କରିଛନ୍ତି l ସିନେମା ରେ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ, କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଦୀପ୍ତିରେଖା ପଢ଼ି, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି, ସତ୍ୟଜିତ ପ୍ରଧାନ l ଚଳଚ୍ଚିତ୍ର କୁ ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ ଏହା ତାଙ୍କର ଶେଷ ଫିଲ୍ମ୍ ଯାହାର ପ୍ରଯୋଜକ ସୁପ୍ରିୟା ରାଉତ ଏବଂ କାର୍ଯକାରୀ ପ୍ରଯୋଜକ ରେ ଅଛନ୍ତି ଦୁଷ୍ମନ୍ତ ରାଉତରାୟ। ଗୋଟିଏ ଭୋଟ କେତେ ମୂଲ୍ୟବାନ ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି।ହାଲ ସୁନାବେଡା ରେ ଧମାଲ କରୁଛି ଭୋଟ ଚଲଚିତ୍ର ସୁନାବେଡା କଳାକାରଙ୍କ ଅଭିନୟ ବେଶ ଅଞ୍ଚଳ ବାସୀଙ୍କ ମନ ମିଗ୍ଧ କରିଛି. ଏହି ଚଲଚିତ୍ର ସପରିବାର ସହ ଦେଖିପାରିବେ. ଦର୍ଶକଙ୍କ ବୋହୁ ଭିଡ଼ ଜମିତିଲା ପ୍ରଖ୍ୟାଳୟରେ.

କୋରାପୁଟ ରୁ ରୁପ ଖରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ