ବ୍ରହ୍ମପୁର ଫାଷ୍ଟ ଗେଟ୍ ଅଟୋ।। ନଗର ହନୁମାନ ମନ୍ଦିର ନିକରେ ବାଇକ୍ - ଏକ୍ସେଲ୍ ମୁହାଁମୁହିଁ ଧକ୍କା,3 ଆହତ ।।
ବ୍ରହ୍ମପୁର ଫାଷ୍ଟ ଗେଟ୍ ଅଟୋ ନଗର ହନୁମାନ ମନ୍ଦିର ନିକରେ ବାଇକ୍ - ଏକ୍ସେଲ୍ ମୁହାଁମୁହିଁ ଧକ୍କା,3 ଆହତ । ଆହତମାନଙ୍କୁ PCR ପୁଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରିଥିବା ସୂଚନା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0