।। ବୈପାରୀଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ।।

Nov 7, 2024 - 04:18
 0  10
।। ବୈପାରୀଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ।।

ବୈପାରୀଗୁଡା ବ୍ଲକ ସଭାଗୃହ ରେ, ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି, ବୈପାରୀଗୁଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିବେହିତା ଦଣ୍ଡସେନା ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର କୋରାପୁଟ ଜିଲ୍ଲାପାଳ ୱି କିର୍ତ୍ତୀ ୱାସନ 92 ଟି ଅଭିଯୋଗ ଶୁଣୁଥିଲେ ଏହି ଅଭିଯୋଗ ଶୁଣାଣି ରେ ଜୟପୁର ଉପ ଜିଲ୍ଲାପାଳ, ଆକବରମ ସଦ୍ୟ ରେଡ୍ଡୀ କୋରାପୁଟ ଆରକ୍ଷ ଅଧିକ୍ଷକ ରୋହିତ ବର୍ମା କୋରାପୁଟ ସିଡିଓ ଦେବାଶିଷ ପଟନାୟକ ସ୍ୱାସ୍ଥ୍ୟ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର ବୈପାରୀଗୁଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଦେଦିତା ଦଣ୍ଡସେନା ସ୍ଥାନୀୟ ତହସିଲଦାର ସ୍ନିଗ୍ଧା ଚୈଦୁରୀ ସମେତ ପାତ୍ୟୋକ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଳେ ବୈପାରୀଗୁଡା ବ୍ଲକର କୁଡେ଼ଏ ଗୋଟି ଗ୍ରାମ ପଞ୍ଚାୟତରେ ସରକାରଙ୍କ ଫକ୍ଷରୁ ଶତକଡା 70 ଭାଗ ମାଣ୍ଡିଆ ଯୋଗେଇ ଦେଇଥିବା ବେଳେ ଶତକଡା 30 ଭାଗ ଲୋକେ ମାଡିଆ ପାଇନଥିବା ହେତୁ ବୈପାଏଇଗୁଡ଼ା ବ୍ଲକ କୁଡ଼ିଏ ଗୋଟି ଗ୍ରାମ ପଞ୍ଚାୟର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଜିଲ୍ଲା ପରିଷଦ ମିଳିତ ଭାବେ ମାଡିଆ ପାଇନଥିବା ହିତାଧିକାରୀଙ୍କୁ ମାଣ୍ଡିଆ ଯୋଗାଇ ଦେବାକୁ ନେଇ ମଧ୍ୟ୍ୟ ଅଭିଯୋଗ କରିଥିବା ଜଣା ପଡିଛି ଆଜିର ଏହି ମିଳିତ ଜନ ଶୁଣାଣି ଶିବିରରେ ମୋଟ 92 ଟି ଅଭିଯୋଗ ହାଇଥିବାବେଳେ ଏଥି ମାଧ୍ୟ୍ୟରୁ ଗୋଷ୍ଠୀଗତ ଭାବେ 72 ଟି ଅଭିଯୋଗ ଓ ବ୍ୟକ୍ତିଗତ ଭାବେ 20 ଟି ଅଭିଯୋଗ ଗ୍ରହଣ କରାଯାଇଥିବା ଜଣା ପଡିଛି ଆଜିର ଏହି ଜନ ଶୁଣାଣି ଶିବିରରେ ଇଣ୍ଡିଆନ ଓଭରସିଜ ବ୍ୟଙ୍କ ପକ୍ଷରୁ 10 ଟି ଶୟଂ ସହାୟକ ଗୋଷ୍ଠୀଙ୍କୁ 50 ଲକ୍ଷ ଟଙ୍କା ଓ ଷ୍ଟେଟ ବ୍ୟଙ୍କ ପକ କ୍ଷଗୁ12 ଟି ସୟଂ ସହାୟକ ଗୋଷ୍ଠୀଙ୍କୁ 60 ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ଦ୍ୱାରା ଲୋନ ପ୍ରଧାନ କରାଯାଇଥିବା ଜଣାପଡୁଛି ।

ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ