।। ବାରମ୍ବାର ବାରମ୍ବାର ବିଜୁଳୀ କାଟ କୁ ନେଇ ଘେରିଲେ ,TPWODL office ।।

Jun 19, 2024 - 05:23
 0  49
।। ବାରମ୍ବାର ବାରମ୍ବାର  ବିଜୁଳୀ କାଟ କୁ ନେଇ  ଘେରିଲେ  ,TPWODL  office ।।

ମୁରିବହାଲ୍ ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଓ ମାଲିସିରା ପଞ୍ଚାୟତ ର ସମସ୍ତ ଗ୍ରାମର ଅଧିବାସୀ ମାନେ ଅହେତୁକ ବିଦ୍ୟୁତ କାଟ ସମସ୍ୟା ପାଇଁ ସମସ୍ତେ ଟିଟିଲାଗଡ଼ ସ୍ଥିତ TPWODL ELECTIR SDO OFFICE କୁ ଆସି ବାରମ୍ବାର ବିଦ୍ୟୁତ କାଟ ହେଉ ଥିବାରୁ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମ ବାସି, ଅଭିଯୋଗ କଲେ ମଧ୍ୟ କିଛି TPWODL ପକ୍ଷରୁ କୌଣସି ସେବା ମିଳି ପାରୁ ନ ଥିବାରୁ, ବାଧ୍ୟ ହୋଇ ଟିଟିଲାଗଡ ବିଦ୍ୟୁତ ବିଭାଗ SDO ଙ୍କୁ ଅଭି ଯୋଗା କରା ଯାଇଛି,ଏହି ଅବସରରେ ମାଲିସିରା ସରପଞ୍ଚ ଶ୍ରୀ ଦେବରାଜ ପାତ୍ର ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କୈବଲ୍ୟ ବେହେରା ଉପସ୍ଥିତ ଥିଲେ l ସୁଜିତ ବେହେରା, ଲଳିତ ମହାନ୍ତି, ଆଲୋକ ବେହେରା, ମୁନା ମହାନ୍ତି, ଦଶରଥ ନିଆଲ, ସୁମନ ବେହେରା, ଶେଖର ମହାନ୍ତି, ଅଶୋକ ବେହେରା, ଜନ୍ମ ବେହେରା, ଭୂତେଶ୍ୱର ବେହେରା, ଅଜୟ ବେହେରା, ପ୍ରକାଶ ବେହେରା, ସୁଧୀର ବେହେରା, ନିକାଶ ବେହେରା, ସୌରଭ ବେହେରା, ଗୌର ବେହେରା, ଧୂବଳେ ବେହେରା, କ୍ରିଷ୍ଣା ବନଛୋର, ଶ୍ରୀବନ୍ତ ବେହେରା, ରାଧେ ବସ୍ତିଆ, ଟିକେରାମ ବନଛୋର, ପ୍ରଦୀପ ମାଝୀ, କ୍ଷେତ୍ରମୋହନ ବେହେରା, ପିଙ୍କୁ ମାଝୀ, ଗରିବ ବେହେରା, ପିଣ୍ଟୁ ମହାନ୍ତି, ମନୋଜ ମହାନ୍ତି, ପ୍ରମେଷ୍ଟି ମାଝୀ, ସମୀର ମହାନ୍ତି, ଲିଲୁ ମାଝୀ, ନବ ମାଝୀ,ପ୍ରେମ ରତେଇ, ବଲ୍ଲଵ ବେହେରା, ସୁନୀଲ ମହାନ୍ତି, ଏଥିର ଶତାଧିକ ଯୁବକ ଉପସ୍ଥିତ ରହି ବିଦୁତ୍ୟ ସମସ୍ୟାର ସମାଧାନ ପାଈଁ ଦାବି କରି ଥିଲେ,

 ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ