।। ବନ୍ଧୁଗାଁ ବିଜେଡି ଦଳର ଆଜି ଜର୍ ଦାର୍ ପ୍ରଚାର୍ ।।

May 6, 2024 - 05:31
 0  12
।। ବନ୍ଧୁଗାଁ ବିଜେଡି ଦଳର ଆଜି ଜର୍ ଦାର୍ ପ୍ରଚାର୍ ।।

କୋରାପୁଟ ଜିଲ୍ଲା. ବନ୍ଧୁଗାଁ ବ୍ଲକ. ଗାରିଡି ପଞ୍ଚାୟତର ସୋଡାବାଡି ଗ୍ରାମ ଠାରୁ ବେଣ୍ଡ୍ ବାଜା ଓ ଢେମସା ମାଧ୍ୟମରେ ସଭା ଯାତ୍ରାରେ ବାହାରି ନଗରେ ନଗରେ ପରିକ୍ରମା କରି ଜାଗୁଗୁଡା ପଞ୍ଚାୟତର ଅଣ୍ଟାମଡା ଗ୍ରାମ ପର୍ଯ୍ୟନ୍ତ ଜର୍ ଦାର୍ ପ୍ରଚାର୍ ଏବଂ ଏଠାରେ ମୁଖ୍ୟ ଅଥିତୀ ଭାବେ ଯୋଗ ଦେଇଥିଲେ ପ୍ରଭୁ ଜାନୀ ଓ ଝିନ ହିକକା l ଏବଂ ବିଜେଡ଼ି ର ଅନ୍ୟ ଅନ୍ୟ ପଞ୍ଚାୟତର ଅନ୍ୟ ଅନ୍ୟ ଗ୍ରାମର ସମସ୍ତ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ସଭା ଯାତ୍ରାରେ ଯୋଗ ଦେଇଥିଲେ l ଏବଂ ସାରା ରାସ୍ତା ଆଜି ଜନ ସମୁଦ୍ର ପାଲଟିଥିବାର ଦେଖିବାକୁ ମିଳିଛି l ଓ ସଭା ଯାତ୍ରାରେ ବିଜେଡ଼ି ଜିନ୍ଦାବାଦ୍. ପ୍ରଭୁ ଜାନୀ ଜିନ୍ଦାବାଦ୍. କୈଶଲ୍ୟ ହିକକା. ଜିନ୍ଦାବାଦ୍. ଶବ୍ଦରେ ଅଞ୍ଚଳ କମ୍ପି ଉଠିଥିଲା l ଏବଂ ପ୍ରଭୁ ଜାନୀ ଓ କୈଶଲ୍ୟ ହିକକା ଙ୍କୁ ଝଡ଼ି ଶଙ୍ଖ ଚିହ୍ନରେ ବଟ୍ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ପ୍ରଚାର୍ କରିଛନ୍ତି l

 ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ